ଏପ୍ରିଲ ୨୮ରେ ଓୟୁଏଟି ଏଣ୍ଟ୍ରାନ୍ସ ପରୀକ୍ଷା
ଭୁବନେଶ୍ୱର : ଓଡିଶା ୟୁନିଭରସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି) ଦ୍ୱାରା ପ୍ରସ୍ତୁତ ସମସ୍ତ ସ୍ନାତକ (ୟୁଜି) ପାଠ୍ୟକ୍ରମରେ ଆଡମିସନ୍ କରିବା ପାଇଁ ପ୍ରବେଶ (ଏଣ୍ଟ୍ରାନ୍ସ) ପରୀକ୍ଷା ଏପ୍ରିଲ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।
୨୦୧୯ ବର୍ଷ ପାଠ୍ୟକ୍ରମ ପାଇଁ ଯୁକ୍ତ ୨…