ସାମ୍ପ୍ରଦାୟିକ ଉତ୍ତେଜନା ପରେ କଡ଼ା ନିରାପତ୍ତା ବଳୟ ମଧ୍ୟରେ କେନ୍ଦ୍ରାପଡ଼ା ସହର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ କଡ଼ା ନିରାପତ୍ତା ବ୍ୟବସ୍ଥା ହୋଇଛି ।
ମିଳିଥିବା ସୂଚନାନୁଯାୟୀ, କୌଣସି ଅପ୍ରିତିକର ଘଟଣାକୁ ପ୍ରଶୟ ନଦେବାକୁ…