ଢେଙ୍କାନାଳ: ବିଦ୍ୟୁତ୍ ଆଘାତରେ ପୁଣି ଏକ ହାତୀର ମୃତ୍ୟୁ
ଢେଙ୍କାନାଳ : ଢେଙ୍କାନାଳରେ ବିଦ୍ୟୁତ୍ ଆଘାତରେ ୭ଟି ହାତୀ ମୃତ୍ୟୁବରଣ କରିବାର ପ୍ରାୟ ୩ମାସ ପରେ ପୁଣି ବିଦ୍ୟୁତ୍ ଆଘାତରେ ଏକ ହାତୀର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନାଅନୁଯାୟୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଦୁଦୁରକୋଟ ଜଙ୍ଗଲରେ ବୁଧବାର ଦିନ ବିଦ୍ୟୁତ୍ ତାର…