ରାୟଗଡା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ମୃତ ଓ ୨ ଗୁରୁତର ଆହତ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ତୟାପୁଟ୍ ନିକଟରେ ଏକ ଏସୟୁଭୁ ଗାଡି ଭାରସାମ୍ୟ ଗଛରେ ପିଟି ହେବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିବା ସହ ୨ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକ ମାନେ ଡେଙ୍ଗାଗୁଡ଼ା ଗ୍ରାମର ରବି ମାଝି, ନବୀନ ମାଝି, ନବୀ ମାଝି ଓ ପପୁ ମୁଦୁଲି ବୋଲି ଜଣାପଡିଛି…