Latest Odisha News

BREAKING NEWS

ମର୍ମନ୍ତୁଦ ପିକନିକ୍ ଡ଼ଙ୍ଗାବୁଡ଼ି ଦୁର୍ଘଟଣାରେ ୯ ମୃତ, ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବ୍ଲକ ଅନ୍ତର୍ଗତ ବାଲିଘାଟ ନିକଟ ନେପଣିଆଠାରେ ବୁଧବାର ସନ୍ଧ୍ୟାରେ ଏକ ଦେଶୀ ଡ଼ଙ୍ଗା ବୁଡ଼ି ଯିବାରୁ ପିକନିକ୍ ଯାଉଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୯ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଏବେବି ନିଖୋଜ ରହିଛି ।…

ବିଶ୍ୱ ପାଇଖାନା ଦିବସ: ଶ୍ରେଷ୍ଠ ୧୦ଟି ଜିଲ୍ଲା ମଧ୍ୟରେ କନ୍ଧମାଳ ସ୍ଥାନିତ

ଭୁବନେଶ୍ୱର: ଓଡ଼ିଶାର କନ୍ଧମାଳ ଜିଲ୍ଲା ‘ବିଶ୍ୱ ପାଇଖାନା ଦିବସ’ ଅବସରରେ ଦେଶର ୧୦ଟି ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସ୍ଥାନିତ ହୋଇ ବିଜେତା ଘୋଷିତ ହୋଇଛି । ଏହି ପ୍ରତିଯୋଗିତା କେନ୍ଦ୍ରସରକାରଙ୍କ ପାନୀୟ ଜଳ ଓ ସ୍ୱଚ୍ଛତା ମନ୍ତ୍ରଣାଳୟ (ଏମଡ଼ିଡବ୍ଲ୍ୟୁଏସ) ପକ୍ଷରୁ ନଭେମ୍ବର ୯ ରୁ ୧୯ ତାରିଖରେ…

କେନ୍ଦ୍ରାପଡ଼ାରେ ପିକନିକ୍ ଡ଼ଙ୍ଗା ବୁଡ଼ି ୧ ମୃତ, ୮ ଜଣ ନିଖୋଜ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବ୍ଲକ ଅନ୍ତର୍ଗତ ବାଲିଘାଟ ନିକଟ ନେପଣିଆଠାରେ ବୁଧବାର ସନ୍ଧ୍ୟାରେ ଏକ ଦେଶୀ ଡ଼ଙ୍ଗା ବୁଡ଼ି ଯିବାରୁ ପିକନିକ୍ ଯାଉଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଯାତ୍ରୀ ନିଖୋଜ ଅଛନ୍ତି । ମିଳିଥିବା…

ଲୋକସଭା ଶୀତକାଳୀନ ଅଧିବେଶନ: ‘ରାଫେଲ୍ ଡ଼ିଲ୍’ ର ଜେପିସି ତଦନ୍ତ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ରାଫେଲ୍ ଡ଼ିଲ୍’ ନେଇ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ରାହୁଲ ଗାନ୍ଧୀ ଏସମ୍ପର୍କୀତ କଥାବାର୍ତ୍ତା ରହିଥିବା ଏକ ଅଡ଼ିଓ ଟେପ୍ ଲୋକସଭା ଗୃହରେ ଉପସ୍ଥାପିତ କରିଛନ୍ତି, ଯେଉଁଥିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର…

ବ୍ୟାଙ୍କ ଅଫ୍ ବରୋଦା ସହିତ ‘ଦେନା ବ୍ୟାଙ୍କ’ ଓ ‘ବିଜୟ ବ୍ୟାଙ୍କ’ର ମିଶ୍ରଣକୁ ମିଳିଲା…

ନୂଆଦିଲ୍ଲୀ : ଦେଶର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦେନା ବ୍ୟାଙ୍କ, ବିଜୟା ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦାର ମିଶ୍ରଣ ପ୍ରସ୍ତାବକୁ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଭାରତର ୩ୟ ବୃହତ୍ତମ ବ୍ୟାଙ୍କ…

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ମାର୍ଚ୍ଚ ସୁଦ୍ଧା ଚିନୁକ୍ ଓ ଆପାଚି ହେଲିକପ୍ଟର ହେବେ ସାମିଲ

ନୂଆଦିଲ୍ଲୀ: ଆମେରିକାରେ ନିର୍ମିତ ହେଭି-ଲିଫ୍ଟ ବିଶିଷ୍ଟ ଚିନୁକ୍ ଏବଂ ଆପାଚି ହେଲିକପ୍ଟର ମାର୍ଚ୍ଚ ସୁଦ୍ଧା ଭାରତୀୟ ସେନାରେ ସାମିଲ କରାଯିବ । ଏହା ଫଳରେ ଭାରତୀୟ ସେନାର ସାମରିକ ଶକ୍ତି ବୃଦ୍ଧି ପାଇବ । ଏନେଇ ଆମେରିକାର ବୋଇଙ୍ଗ୍ କମ୍ପାନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଏବଂ ଉଭୟ…

ପ୍ରଧାନମନ୍ତ୍ରୀ ମୋଦି ପୁରୀରୁ ନିର୍ବାଚନ ଲଢିବାର ଯଥେଷ୍ଟ ସମ୍ଭାବନା ରହିଛି: ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ଗଣମାଧ୍ୟମ ଆଗରେ ଗତକାଲି ଅସ୍ୱୀକାର କରିବା ପରେ ବୁଧବାର ଦିନ ପୁରୀରୁ ଲଢିବା ନେଇ ନିଶ୍ଚିତ ସମ୍ଭାବନା ରହିଛି ବୋଲି ବିଜେପି ଶାଖା କାର୍ଯ୍ୟାଳୟ ପ୍ରକାଶ କରିଛି । “ପ୍ରଧାନମନ୍ତ୍ରୀଙ୍କ ତୀକ୍ଷ୍ନ…

ଆସନ୍ତାକାଲିଠୁ ଓଡିଶାରେ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର : ଓଡିଶାରେ ଆସନ୍ତାକାଲିଠୁ ଅର୍ଥାତ୍ ଜାନୁଆରି ୩ ତାରିଖରୁ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ବୁଧବାର ଦିନ ପ୍ରିନ୍ସିପାଲ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ ବିିଭାଗ) ସନ୍ଦୀପ ତ୍ରିପାଠୀ କହିଛନ୍ତି । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ନନ୍ଦନକାନନ, ଶିମିଳିପାଳ ଓ ଅନ୍ୟ…

ବନ୍ୟଜନ୍ତୁ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କୁ ପ୍ରଦତ୍ତ କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ‘ଓଡ଼ିଶା ବନବିଭାଗ’ର…

ଭୁବନେଶ୍ୱର : ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଇଁ ପ୍ରଦାନ କରାଯାଉଥିବା କ୍ଷତିପୂରଣ ରାଶିକୁ ୪ ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇଛି । ଏହାବ୍ୟତୀତ ବିଭାଗ…

ଯାଜପୁର: କଳିଙ୍ଗ ନଗର ଗୁଳିକାଣ୍ଡର ୧୩ ବର୍ଷ ପୂର୍ତ୍ତି ଅବସରରେ କଡା ସୁରକ୍ଷା ବ୍ୟବସ୍ଥା

କଳିଙ୍ଗନଗର : ଯାଜପୁର ଜିଲ୍ଲା ଅନ୍ତର୍ଗତ ଚମ୍ପାକୋଇଲିର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ‘ବିସ୍ଥାପନ ବିରୋଧି ଜନମଞ୍ଚ’ କଳିଙ୍ଗନଗର ଗୁଳିକାଣ୍ଡର ୧୩ ବର୍ଷ ପୂର୍ତ୍ତିକୁ ସହୀଦ ସ୍ମୃତି ଦିବସ ଭାବେ ପାଳନ କରୁଅଛି । ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ…