ଓଡିଶା ସରକାରଙ୍କ ମହିଳା ସଶକ୍ତିକରଣ କେବଳ ଯୋଜନାରେ ସୀମିତ ରହିଛି: ଅପରାଜିତା
ଭୁବନେଶ୍ୱର : ବିଜେପି ନେତ୍ରୀ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ମହିଳା ସଶକ୍ତିକରଣରେ ବିଫଳତା ନେଇ ଓଡିଶା ସରକାରଙ୍କୁ ଗୁରୁବାର ଦିନ କଡା ସମାଲୋଚନା କରିଛନ୍ତି ।
“ରାଜ୍ୟ ସରକାର ମହିଳାମାନଙ୍କ ସଶକ୍ତିକରଣ ନିମନ୍ତେ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି କିନ୍ତୁ ଏହି ମହିଳା…