ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିବ ‘ସ୍ପିଡ୍ ଡିଟେକ୍ଟିଂ’ କ୍ୟାମେରା
ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ପକ୍ଷରୁ ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ସ୍ପିଡ୍ ଡିଟେକ୍ଟିଂ କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଅଧିକାରୀଙ୍କ ସୂଚନା ଅନୁଯାୟୀ ସ୍ପିଡ୍ ଡିଟେକ୍ଟିଂ କ୍ୟାମେରା ଲଗାଇବା ପାଇଁ ସହରର ପାଖାପାଖି…