କେରଳରେ ୩୪ଜଣ ଦାଦନ ଶ୍ରମିକ ଗୃହବନ୍ଦୀ, ଓଡ଼ିଶା ଫେରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ
ରାୟଗଡ଼ା: କେରଳର ଏକ ଫୁଡ଼ କମ୍ପାନିରେ କାମ କରିବାକୁ ଯାଇଥିବା ୩୪ ଶ୍ରମିକ ଗୃହବନ୍ଦୀ ଓଡ଼ିଶା ଫେରିବାକୁ ନେଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ଓଡ଼ିଶାର ରାୟଗଡ଼ା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ଜଣ ଦାଦନ ଶ୍ରମିକ କେରଳର ଆନାପୁଜା ଜିଲ୍ଲା…