ଛତିଶଗଡ ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ୧ମ ପର୍ଯ୍ୟାୟ ମତଦାନ, ମାଓପ୍ରବଣ ଦାନ୍ତେୱାଡାରେ ବିସ୍ଫୋରଣ
ନୂଆଦିଲ୍ଲୀ : ଛତିଶଗଡ଼ରେ ବିଧାନସଭା ଆସନ ପାଇଁ ଆଜି ପ୍ରଥମ ପର୍ୟ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ନକ୍ସଲ ପ୍ରଭାବିତ ୧୮ଟି ଆସନ ରେ ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ଦନ୍ତେୱାଡାରେ ନକ୍ସଲମାନେ ବିସ୍ଫୋରଣ ଘଟାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଜି…