ଏସିଆ କପ କ୍ରିକେଟ: ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କଲା ଭାରତ
ଭୁବନେଶ୍ୱର: କ୍ରିକେଟ୍ ମଇଦାନରେ ଭାରତ-ପାକିସ୍ତାନର ଯୁଦ୍ଧ ଦେଖିବାକୁ ବିଶ୍ୱର କୋଟି କୋଟି କ୍ରିକେଟ ପ୍ରେମୀ ଅନେଇ ବସିଥିଲେ । ମାତ୍ର ଏହି ବ୍ୟାଟ-ବଲ୍ ର ଲଢେଇରେ ଭାରତ ପାକିସ୍ତାନକୁ ୮ ୱିକେଟରେ ଶୋଚନୀୟ ଭାବେ ପରାସ୍ତ କରିଛି । ଏହି ମ୍ୟାଚକୁ ନେଇ ଗତ କିଛିଦିନ ଧରି କ୍ରିକେଟପ୍ରେମୀ ମାନଙ୍କ…