Latest Odisha News

BREAKING NEWS

୨୨ରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ, ଲୋକାର୍ପଣ କରିବେ ବିଭିନ୍ନ ପ୍ରକଳ୍ପ

ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ମୋଦି ଝାରସୁଗୁଡା ବିମାନବନ୍ଦରକୁ ଉଦଘାଟନ କରିବା ସହିତ ଏହି ବିମାନ ବନ୍ଦରରୁ ଉଡାଣ ର ଶୁଭାରମ୍ଭ କରିବେ । ମୋଦି ଏହି ଦିନିକିଆ ଗସ୍ତରେ ଓଡିଶାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ମଧ୍ୟ…

ଆସୁଛି ଝଡବାତ୍ୟା, ୭ଟି ଜିଲ୍ଲାକୁ ବିପଦ ସଂକେତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ଡିପଡିପ୍ରେସନରେ ପରିଣତ ହେବାରେ ଲାଗିଛି । ଏହା ପରବର୍ତ୍ତି ସମୟରେ ସାମୁଦ୍ରିକ ଝଡର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ଝଡ ବାତ୍ୟା…

ତେଜିଲେ ଶିକ୍ଷକ, ୩୬ ଦିନରେ ପହଞ୍ଚିଲା ଆନ୍ଦୋଳନ

ଭୁବନେଶ୍ୱର : ପ୍ରତିକୂଳ ପାଗ ଓ ପ୍ରବଳ ବର୍ଷାକୁ ଖାତିର ନକରି ରାଜଧାନୀର ରାଜରାସ୍ତାରେ ହଜାର ହଜାର ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ଧାରଣା ଦେଇଛନ୍ତି । ଏହି ଆନ୍ଦୋଳନ ୧୭ରୁ ୧୯ ତାରିଖ ଯାଏଁ ପଞ୍ଚାୟତ ସ୍ତରରେ ଚାଲିଥିଲା । ଅନ୍ୟପକ୍ଷରେ “ଆଜିକି ୩୬ ଦିନରେ ପହଞ୍ଚିଲା ଆମ ଆନ୍ଦୋଳନ ଶିକ୍ଷକ…

ଅଭିଯୁକ୍ତ ଅଭିଜିତ ମିତ୍ର ଗିରଫ, ଦିଲ୍ଲୀରୁ ଧରିଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ସୋସିଆଲ ମିଡ଼ିଆରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଓଡ଼ିଶା ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ଓଡ଼ିଶା ପୋଲିସ ଦିଲ୍ଲୀରୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଦିଲ୍ଲୀର ନିଜ୍ଜାମୁଦ୍ଦିନ ପୋଲିସ ସୀମା ମଧ୍ୟରୁ ଓଡ଼ିଶା ପୋଲିସର ଏକ ଦଳ…

୧୫ ଦିନର ଶିଶୁକୁ ଚେଙ୍କ, ଅବସ୍ଥା ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କାଞ୍ଜିପାଣି ଗାଁର ସଙ୍ଗୀତା ଜୁଆଙ୍ଗଙ୍କ ମାତ୍ର ୧୫ ଦିନର ଶିଶୁଟିକୁ ଥଣ୍ଡା ଓ ପେଟବ୍ୟଥା ହେଉଥିଲା । ଫଳରେ ଶିଶୁଟିକୁ ଭଲ କରିବା ପାଇଁ ତାର ଜେଜେମା’ ଶିଶୁଟିକୁ ଚେଙ୍କ…

ସୁନ୍ଦରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ବଣାଇ : ସୁନ୍ଦରଗଡ ଜିଲ୍ଳାର ଝୀର୍ଡ୍ରାପାଲି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ସଡକ ଦୁର୍ଘଟଣାରେ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ପାରାଦ୍ୱୀପ ରୁ ରାଉରକେଲା ଯାଉଥିବା ଗଙ୍ଗା ନାମକ ଏକ ଯାତ୍ରୀବାହି ବସ କୌଣସି କାରଣବଶତଃ ଭାରସାମ୍ୟ…

ଉତ୍କୋଚ ନେଇ ଧରାପଡ଼ିଲେ ପୋଲିସ ଏଏସଆଇ

କେନ୍ଦୁଝର: ଦୁର୍ନୀତି ନିବାରଣ ବିଭାଗ ହାତରେ ଆଜି ଧରା ପଡ଼ିଛନ୍ତି ଜଣେ ପୋଲିସ ଅଧିକାରୀ । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ସଦର ପୋଲିସ ଷ୍ଟେସନରେ । କେନ୍ଦୁଝର ଜିଲ୍ଲା ସଦର ପୋଲିସ ଥାନାର ଜଣେ କର୍ତ୍ତବ୍ୟରତ ପୋଲିସ ଏଏସଆଇ ଜଣେ ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ…

ଘନୀଭୂତ ହେଲା ଲଘୁଚାପ, ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ଘନୀଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ଆଜିଠାରୁ ୨ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏଥିସହିତ ବିଶଷକରି…

ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଗିରଫ

ଆନନ୍ଦପୁର: ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ରଙ୍କ ପୁଅ ଦେବାଶୀଷ ପାତ୍ରଙ୍କୁ ବୁଧବାର ରାତିରେ ପୋଲିସ ଗିରଫ କରିଛି । ସେ ପୋଲିସ ଉପରେ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ବୁଧବାର ଦିନ ରାତିରେ ଦେବାଶୀଷଙ୍କୁ ପୋଲିସ ଯାଜପୁର ଜିଲ୍ଲା ଛତିଆ-ଟାଙ୍ଗୀ…

ସମ୍ପୂର୍ଣ୍ଣ ନୀରୋଗ ରହିବାର ମନ୍ତ୍ର: ପ୍ରାନିକ୍ ବ୍ରିଦିଙ୍ଗ୍

‘ଆତ୍ମା ନମସ୍ତେ’, ଶବ୍ଦଟି ଶୁଣିବାକୁ ଅଦ୍ଭୁତ ଲାଗିଲେ ମଧ୍ୟ ଏହାର ଏକ ଗୂଢ ତତ୍ତ୍ୱ ରହିଛି । ‘ଆତ୍ମା ନମସ୍ତେ’ କହିବା ଦ୍ୱାରା ଆମେ ପରସ୍ପରର ଆତ୍ମାକୁ ସମ୍ମାନ ଦେଇଥାଉ । ଆତ୍ମାର ସମ୍ପର୍କ ସର୍ବଦା ଚିରସ୍ଥାୟୀ । ଆତ୍ମା ନମସ୍ତେ କହିବା ଦ୍ୱାରା ଆମେ ବ୍ୟକ୍ତି ସହିତ ଓ ତା’ର ଆତ୍ମା ସହିତ…