କେନ୍ଦ୍ରକୁ ରାଜ୍ୟ ସରକାର ଧନ୍ୟବାଦ ନଦେବା ନେଇ ବିଜେପିର ସମାଲୋଚନା
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ପ୍ରକାଶ ନକରିବା ନେଇ ଅଭିଯୋଗ କରିଛି ବିଜେପି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ରାଜ୍ୟ ସରକାରଙ୍କୁ ଏନେଇ…