ସେହି କୃଷକ ନେତା ଯିଏ ଇନ୍ଦିରା ଗାନ୍ଧୀଙ୍କ ରାଲିରେ ଛାଡିଥିଲେ ସିଂହ
ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ଚାଷୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କାରଣ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରୁ ଦିଲ୍ଲୀ ଆଡକୁ ଯାଉଥିବା କୃଷକମାନେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । MSP ର ଆଇନଗତ ଗ୍ୟାରେଣ୍ଟି ସମେତ କୃଷକମାନେ ଅନେକ ଦାବି ନେଇ ଆନ୍ଦୋଳନ…