ସ୍କୁଲ ପିଲାଙ୍କୁ ମିଳୁନି ବହି, ୟୁନିଫର୍ମ; କୋର୍ଟ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେବଳ କ୍ଷମତାପ୍ରତି ଆଗ୍ରହୀ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟକଳାପର କଡ଼ା ସମୀକ୍ଷା କରିଛନ୍ତି। ଗିରଫ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରି କେଜ୍ରିୱାଲ ବ୍ୟକ୍ତିଗତ ସ୍ୱାର୍ଥକୁ ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି କୋର୍ଟ କହିଛନ୍ତି। ଆପ୍…