ଜାତୀୟ ଜୁନିୟର ଫେଡେରେଶନ ଆଥଲେଟିକ୍ସ: ଓଡିଶାକୁ ୭ ପଦକ
ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ଜାତୀୟ ଜୁନିୟର ଫେଡେରେଶନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରି ୭ ପଦକ ଜିତିଛନ୍ତି । ଏଥିରେ ୩ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୨ ବ୍ରୋଞ୍ଜ ସାମିଲ । ପ୍ରତିଯୋଗିତାରେ ୧୪ଜଣ ଆଥଲେଟ ଅଂଶଗ୍ରହଣ କରିଥିଲେ । ଦଣ୍ଡପତି ମୃତ୍ୟୁମ…