Latest Odisha News

BREAKING NEWS

ହଗ୍ ଡେ: ସଂପର୍କକୁ ମଜବୁତ କରେ ‘ହଗ୍’

ଭୁବନେଶ୍ଵର: ଚାଲିଛି ପ୍ରେମ ସପ୍ତାହ । ପ୍ରେମ ଏମିତି ଏକ ଭାବନା, ଯାହା ସବୁବେଳେ ସଙ୍ଗୀତର ରାଗ ଭଳି ମନ ମଧ୍ୟରେ ପ୍ରଭାବିତ ହୋଇଥାଏ । ଭାଲେଣ୍ଟାଇନ୍ସ ଡେ କୁ ଆଉ ମାତ୍ର ୨ ଦିନ ରହିଛି । ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିବସକୁ ହଗ୍-ଡେ ଭାବରେ ପାଳନ କରାଯାଇଥାଏ । ଏହି ଦିନ ସବୁ ପ୍ରେମୀ ଯୁଗଳ…

କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଭାରତୀୟ ନୌସେନା ନାଗରିକଙ୍କୁ ମୁକ୍ତ କରିଛନ୍ତି କୋର୍ଟ, ଭାରତ ସରକାରଙ୍କ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଏକ ବଡ ବିଜୟ ହାସଲ କରିଛନ୍ତି । କାରଣ କତାର ସୋମବାର ଗୁପ୍ତଚର ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଥିବା ସେହି ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୁକ୍ତ କରିଛି । ଏହାପୂର୍ବରୁ, ନୂଆଦିଲ୍ଲୀର ରାଜନ୍ୟାୟିକ…

ବିଶ୍ୱର ସବୁଠାରୁ ବଡ ପରମାଣୁ ଦୁର୍ଘଟଣା ସ୍ଥାନରେ କିଭଳି ବଂଚି ରହିଛନ୍ତି କୁକୁର

ୱାଶିଂଟନ: ୧୯୮୬ରେ ଚେର୍ନାବିଲରେ ସବୁଠାରୁ ବଡ ପରମାଣୁ ଦୁର୍ଘଟଣା ଘଟିଥିଲା । ଏହା ପରେ ଏହି ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସମ୍ପୂର୍ଣ୍ଣ ଅଂଚଳ ଏକପ୍ରକାର ଜନଶୂନ୍ୟ ହୋଇ ପଡିଥିଲା । ତେବେ ଏଠାରେ ରହି ଯାଇଥିବା କୁକୁର ଏବେ ପରମାଣୁ ବିକିରଣକୁ ସାମ୍ନା କରି ବଂଚି ରହିଛନ୍ତି…

ଗହମ ଉପରେ କେନ୍ଦ୍ର ସରକାର ଲଗାଇଲେ ଷ୍ଟକ୍ ଲିମିଟ

ନୂଆଦିଲ୍ଲୀ:ଏଣିକି ଗହମ ଉପରେ କେନ୍ଦ୍ର ସରକାର ଲଗାଇଲେ ଷ୍ଟକ୍ ଲିମିଟ। ଯେଉଁଥିରେ ଖାଉଟୀ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ରବିବାର ଏକ ଅଧିସୂଚନା ଜାରି କରି ଗହମର ଷ୍ଟକ ଲିମିଟ ନିର୍ଦ୍ଧାରିତ କରିଛନ୍ତି। ସୂଚନା ଅନୁଯାୟୀ ବ୍ୟବସାୟୀ ଅଥବା ପାଇକାରୀ ବିକ୍ରେତାଙ୍କ ପାଇଁ ଏହି…

ହଲଦ୍ୱାନୀ ହିଂସାରେ ୩୦ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ଡେରାଡୁନ: ହଲଦ୍ୱାନୀ ହିଂସା ମାମଲାରେ ଏପର୍ଯ୍ୟନ୍ତ ମୋଟ ୩୦ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରୁ ପୋଲିସ ଷ୍ଟେସନରେ ଢେଲା ମାଡ଼ ମାମଲାରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ୬…

ବିଦେଶରେ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ, ସୂଚନା ଦେଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଯାତ୍ରୀମାନେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ବହୁତ ପସନ୍ଦ କରିଛନ୍ତି। ଦ୍ରୁତ ଗତି ଏବଂ ଉତ୍କୃଷ୍ଟ ସୁବିଧା ସହିତ ସଜ୍ଜିତ ଏହି ଟ୍ରେନ୍ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ବେଶ ପ୍ରଶଂସାଯୋଗ୍ୟ ହୋଇଛି। ଏହି ସେମି ହାଇ ସ୍ପିଡ୍ ଟ୍ରେନର ରପ୍ତାନୀ କରିବାକୁ ସରକାର ଯୋଜନା…

୨୦ ବର୍ଷରେ ବଢିଲା ‘ମୃତ୍ୟୁ ଦଣ୍ଡ’ ପାଇଥିବା କଏଦୀଙ୍କ ସଂଖ୍ୟା, ୨୦୨୩ରେ ୧୨୦ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ: ଦେଶରେ ୫୬୧ଜଣ କଏଦୀ ଅଛନ୍ତି ଯେଉଁମାନଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି କୋର୍ଟ। ଗତ ଦୁଇ ଦଶନ୍ଧି ମଧ୍ୟରେ ୨୦୨୩ରେ ସର୍ବାଧିକ୧୨୦ଜଣଙ୍କୁ ଏହି ସଜା ଦିଆଯାଇଛି। ୨୦୧୫ ମସିହାରୁ ଏହିପରି କଏଦୀଙ୍କ ସଂଖ୍ୟା ୪୫.୭୧ ପ୍ରତିଶତ ବୃଦ୍ଧି ପାଇଛି। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଦିଲ୍ଲୀରେ…

କୋଚଙ୍କ ଝିଅ ପ୍ରେମରେ ପଡିଥିଲେ ସୁରେଶ ରାଇନା

ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭାରତର ସଫଳ ଖେଳାଳି ଭାବେ ପରିଚିତ ସୁରେଶ ରାଇନାଙ୍କ ପ୍ରେମ କାହାଣୀ ବି କିଛି କମ ନୁହେଁ । ପ୍ରିୟଙ୍କା ଚୌଧୁରୀ ଜଣେ ବିଟେକ ଛାତ୍ରୀ । ତାଙ୍କ ବାପା ତେଜପାଲ ଚୌଧୁରୀଙ୍କ ନିକଟରୁ ରାଇନା ତାଙ୍କ କ୍ୟାରିୟର ଆରମ୍ଭରେ ପ୍ରଶିକ୍ଷଣ ନେଉଥିଲେ । ରାଇନା ଓ ପ୍ରିୟଙ୍କା…

ରାମଲାଲାଙ୍କ ଐଶ୍ୱରୀୟ ଆଖି ତିଆରି କରିଥିବା ରୁପା ହାତୁଡ଼ି, ସୁନା ନିହଣ ଫଟୋ ଶେୟାର କଲେ ଅରୁଣ ଯୋଗୀରାଜ

ଅଯୋଧ୍ୟା: ଅଯୋଧ୍ୟାରେ ଜାନୁଆରୀ ୨୨ରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି। ରାମମନ୍ଦିରରେ ପୂଜା ପାଉଛନ୍ତି ରାମଲାଲା । ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅଯୋଧ୍ୟାକୁ ରାମଲାଲାଙ୍କ ଦର୍ଶନ କରିବାକୁ ଆସୁଛନ୍ତି। ଏହାରିଭିତରେ ମୂର୍ତ୍ତି ଶିଳ୍ପୀ ଅରୁଣ ଯୋଗୀରାଜ ନିହଣ ଏବଂ…

ଦିନିକିଆ ପରେ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ବେନୋନି: ଦିନିକିଆ ବିଶ୍ୱକପ କ୍ରିକେଟ ପରେ ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଭାରତକୁ ୭୯ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଟାଇଟଲ ହାସଲ କରିଛି । ୨୫୪ ରନର ରେକର୍ଡ ଟାର୍ଗେଟକୁ ପିଛା କରି ଭାରତ ୪୩.୫ ଓଭରରେ ୧୭୪ ରନ କରିବାକୁ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ବୋଲିଂ…