Latest Odisha News

BREAKING NEWS

ଖଣି ମାଫିଆଙ୍କ ଦ୍ବାରା ପ୍ରଭାବିତ ହୋଇ ବିଜେଡି ଟିକେଟ୍ ବିକ୍ରି କରୁଛି: କୁଲେସିକା

ଭୁବନେଶ୍ୱର: ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ତାଙ୍କ ସମର୍ଥକଙ୍କ ସହ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପରେ ନିର୍ବାଚନ ବେଳେ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି। ଶାସକ ଦଳ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିବା କୁଲେସିକା ଏକ ବିବାଦୀୟ ବୟାନ…

ଗୋଟିଏ ଓଭରରେ ୬ ଛକା ମାରିଲେ ନେପାଳୀ କ୍ରିକେଟର ଦୀପେନ୍ଦ୍ର

କାଠମାଣ୍ଡୁ: ନେପାଳର ଉଦୀୟମାନ କ୍ରିକେଟର ଦୀପେନ୍ଦର ସିଂ ଆୟରୀ ଗୋଟିଏ ଓଭରରେ ୬ଟି ଛକା ମାରି କୀର୍ତିମାନ ସ୍ଥାପନ କରିଛନ୍ତି । ଟି୨୦ କ୍ରିକେଟରେ ଯୁବରାଜ ସିଂ ଓ କିରନ ପୋଲାର୍ଡଙ୍କ ପରେ ସେ ଏହି ସଫଳତା ହାସଲ କରିଛନ୍ତି । ଅଲ ଅମୀରତ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଏସିସି ପୁରୁଷ…

ନବୀନଙ୍କୁ ଷ୍ଟାର ପ୍ରଚାରକ କହୁଥିଲା ବିଜେଡି, ଏବେ କଳାକାର କାହିଁକି ଖୋଜା ପଡ଼ିଲେ ପଚାରିଲା ବିଜେପି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଓଲିଉଡ କଳାକାରଙ୍କୁ ଟାର୍ଗେଟ କରିଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଜୁ ଜନତା ଦଳ (ବିଜେଡି)କୁ ତୀବ୍ର ସମାଲୋଚନା କରିଛି । ବିଜେପି ନେତ୍ରୀ ତଥା ଓଲିଉଡ ଅଭିନେତ୍ରୀ ପିଙ୍କି ପ୍ରଧାନ କହିଛନ୍ତି, ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର ଓ…

ନବ ଦାସ ହତ୍ୟା ମାମଲାରେ ପୁଣି ସାକ୍ଷ୍ୟ ଦେଲେ ପ୍ରତ୍ୟକ୍ଷଦର୍ଶୀ

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ଜଣେ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) କୋର୍ଟ। ଏହି ଦୁର୍ଭାଗ୍ୟଜନକ ଦିନ ଘଟିଥିବା ଦୁଃଖଦ ଘଟଣାକୁ ଆଲୋକପାତ କରି ଶୁଣାଣି ଆରମ୍ଭ ହେବା…

ଇସ୍ରାଏଲର ଜାହାଜକୁ କବଜା କଲା ଇରାନ

ତେହେରାନ: ଇସ୍ରାଏଲ-ଇରାନ ଏବେ ଯୁଦ୍ଧର ନିକଟତର ହୋଇଛନ୍ତି । ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବା ବେଳେ ଶନିବାର ଇସ୍ରାଏଲର ଏକ କଂଟେନର ଜାହାଜକୁ ଇରାନର ନୌସେନା କବଜା କରିଛି । ଇସ୍ରାଏଲର ବ୍ୟବସାୟୀ ଇୟାଲ ଆଫେରଙ୍କ ଏହି ଜାହାଜ ଭାରତ ଅଭିମୁଖେ ଆସୁଥିଲା । ଓମାନର ହୋର୍ମୁଜ ଜଳଡମରୁମଧ୍ୟ ନିକଟରେ…

ମୋଷ୍ଟ୍ ୱାଣ୍ଟେଡ୍ ୩ ଡକାୟତ ଗିରଫ; ୧ କେଜି ସୁନା ଗହଣା ଓ ୪ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ତିନିଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ। ସେମାନଙ୍କଠାରୁ ୧ କେଜି ସୁନାଗହଣା, ୧ କେଜି ୫୦୦ ଗ୍ରାମ ରୁପା ଅଳଙ୍କାର ଓ ନଗଦ ୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି କୁଖ୍ୟାତ ଡକାୟତ ଗ୍ୟାଙ୍ଗ ମୋଷ୍ଟ୍ ୱାଣ୍ଟେଡ ତାଲିକାରେ…

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ସହ ଲଢିବେ ବିକ୍ରମାଦିତ୍ୟ ସିଂହ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରୁଛି ବିଜେପି । ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ  ଟିକେଟ୍‌ ଦେଇଛି ବିଜେପି। ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କୁ ଟକ୍କର ଦେବେ କଂଗ୍ରେସର ବିକ୍ରମାଦିତ୍ୟ ସିଂହ। ମଣ୍ଡି ଲୋକସଭା…

କଳାକାରଙ୍କ ସହ ମଞ୍ଚରେ ନାଚି ନିର୍ବାଚନ ପ୍ରଚାର କଲେ ମମତା, କହିଲେ ମୋଦୀ ଗ୍ୟାରେଣ୍ଟି ମିଥ୍ୟା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ମିଥ୍ୟା ବୋଲି କହିଛନ୍ତି। ଏହା ସହିତ ସେ ମଧ୍ୟ ଦାବି କରିଛନ୍ତି ଯେ ଲୋକସଭା ନିର୍ବାଚନରେ ​​ବିଜେପି ୨୦୦ରୁ ଉର୍ଦ୍ଧ୍ୱ ଆସନ ଜିତିବ ନାହିଁ।…

ରେଳ ଷ୍ଟେସନରେ ପାନୀୟ ଜଳର ଉପଲବ୍ଧତା ନିଶ୍ଚିତ କରିବା ପ୍ରୟାସକୁ ତୀବ୍ର କରିଛି ରେଳ ମନ୍ତ୍ରଣାଳୟ

ଭୁବନେଶ୍ୱର: ଭାରତୀୟ ରେଳର ସମସ୍ତ ଷ୍ଟେସନରେ ଯାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ ପ୍ରତିବଦ୍ଧ। ଗ୍ରୀଷ୍ମ ସମୟରେ ଏବଂ ସମ୍ଭାବ୍ୟ ଉତ୍ତାପ ତରଙ୍ଗକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଷ୍ଟେସନ ମାନଙ୍କରେ ପାନୀୟ ଜଳର ଉପଲବ୍ଧତା ସମୀକ୍ଷା କରିଛି ଏବଂ ପର୍ଯ୍ୟାପ୍ତ ଯୋଗାଣ…

ବିଜେପିରେ ଯୋଗ ଦେଲେ ବିଜେଡି ରାଜ୍ୟ ସମ୍ପାଦକ ଅଜୟ ନାୟକ

ଭୁବନେଶ୍ୱର: ବିଜେଡି ସହ ଦୀର୍ଘ ବର୍ଷର ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ବିଜେପିରେ ଯୋଗ ଦେଲି ବୋଲି ବିଜେଡି ରାଜ୍ୟ ସଂପାଦକ ତଥା ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡି ନେତା ଅଜୟ ନାୟକ। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନାୟକ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ…