ରାଜ୍ୟସଭା ନିର୍ବାଚନ ପାଇଁ ଜଣେ ବିଧାୟକ କେତୋଟି ଭୋଟ ଦେଇପାରିବେ, ଜାଣନ୍ତୁ କିପରି ହୁଏ ରାଜ୍ୟସଭା ନିର୍ବାଚନ
ନୂଆଦିଲ୍ଲୀ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ୩ ଟି ରାଜ୍ୟର ୧୫ ଟି ସିଟ୍ ପାଇଁ ମତଦାନ ଚାଲିଛି । ଯେଉଁଥିରେ ଉତ୍ତରପ୍ରଦେଶରେ ୧୦ ଟି, କର୍ଣ୍ଣାଟକରେ ୪ ଟି ଏବଂ ହିମାଚଳ ପ୍ରଦେଶରେ ଗୋଟିଏ ସିଟ୍ ରହିଛି । କିନ୍ତୁ ଆପଣ ଜାଣନ୍ତି କି ରାଜ୍ୟସଭା ନିର୍ବାଚନରେ ଜଣେ ବିଧାୟକ…