ସାମ୍ନାକୁ ଆସିଲା ଗଗନଯାନରେ ଯିବାକୁ ଥିବା ୪ ମହାକାଶଚାରୀଙ୍କ ନାମ, ଜାଣନ୍ତୁ ସେମାନଙ୍କ ବିଷୟରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଗନଯାନରେ ମହାକାଶକୁ ଯିବାକୁ ଥିବା ୪ଜଣ ମହାକାସଚାରୀଙ୍କ ନାମ ଆଜି ଘୋଷଣା କରିଛନ୍ତି । ଏହି ୪ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ୪ଜଣ ହେଉଛନ୍ତି ଭାରତୀୟ ବାୟୁସେନାର ଟେଷ୍ଟ ପାଇଲଟ୍ । ଏହି ୪…