ଭାଷା ଭାଗବତ : ସଂଶୋଧକ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
କଷ୍ଟ ଟିକିଏ ହେଉଥିଲେ
ଲେଖଂତିନାହିଁ କେବେହେଲେ
ବାଂଟିଲେ ବଢ଼ୁଥାଏ ଜ୍ଞାନ
ଅଥଚ କମୁଥାଏ ଧନ
ଶିଖିଲେ ଦିଏଁ ମୁଁ ଶିଖାଇ
ଶୁଦ୍ଧ ଓ ଅଶୁଦ୍ଧ ଦେଖାଇ
ମୁଁ ନିଜେ ପ୍ରଥମ ପାଠକ
ତେଣୁ ହୁଏଁ ମୁଁ ସଂଶୋଧକ…