Latest Odisha News

BREAKING NEWS

ଆଉ ବାଇକ୍‌ରେ ନୁହେଁ, ଉଡ଼ି ଉଡ଼ି ହେବ ପିଜା ଡେଲିଭରି

ଲଣ୍ଡନ: ସମୟ ବଦଳିବା ସହିତ ବଦଳିବାରେ ଲାଗିଛି ଲୋକଙ୍କ ମାନସିକତା । ସମୟ ବଞ୍ଚାଇବା ସହିତ ଅଧିକ ଅର୍ଥ ରୋଜଗାର ପାଇଁ ବିଭିନ୍ନ ପନ୍ଥା ଆପଣାଉଛନ୍ତି ଯୁବକଯୁବତୀ । ଏହାକୁ ଦୃଷ୍ଟିରେ ରଖି ଲଣ୍ଡନର ଏକ ପିଜା ଡ଼େଲିଭରି କମ୍ପାନୀ ତାର କର୍ମଚାରୀଙ୍କୁ ଯୋଗାଇଛନ୍ତି ଜେଟ୍ ଡ଼େଲିଭରି ଜ୍ୟାକେଟ୍ ।…

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମମନ୍ତ୍ରୀ ଅନୁମୋଦନ…

ବନ୍ୟା ପାଇଁ ସୁଟିଂ ବାତିଲ୍ କଲେ ଜାହ୍ନବୀ

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁ ରାଜଧାନୀ ଦିଲ୍ଲୀରେ ବନ୍ୟା ପରିସ୍ଥିତି ଉପୁଜିଛି । ଯମୁନା ନଦୀ ପାଣି ସହରରେ ପ୍ରବେଶ କରିଛି । ଫଳରେ ତଳିଆ ଅଞ୍ଚଳ ଅଧିକ ଜଳମଗ୍ନ ଥିବା ବେଳେ ଅନେକ ସ୍ଥାନରେ ପାଣି ଜମି ରହିଛି । ଅନେକ ଅଞ୍ଚଳ ଜଳମଗ୍ନ ହେତୁ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ…

ଏହି ସବୁ ଦେଶରେ ଗଛ ମିଳିବା ଭାଗ୍ୟର କଥା

ନୂଆଦିଲ୍ଲୀ: ପୃଥିବୀର ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଗଛ ଦେଖିବାକୁ ମିଳିଥାଏ । ଏହା ଆମ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଉଦ୍ଭିନ ବିନା ଏକ ସୁସ୍ଥ ପରିବେଶ ଗଠନ କରିବା ଅସମ୍ଭବ । ଏହା ଦ୍ୱାରା ଅମ୍ଳଜାନଠାରୁ ଆରମ୍ଭ କରି ମୃତିକା ସଂରକ୍ଷଣ ଏବଂ ଜଳସ୍ରୋତ ନିୟନ୍ତ୍ରଣ ହୋଇଥାଏ ।…

ଆପ ଚାପରେ, କଂଗ୍ରେସ ଚେପା !

ଭୁବନେଶ୍ୱର: ବିରୋଧୀ ଦଳଗୁଡିକର ଦ୍ଵିତୀୟ ବୈଠକ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ବୈଠକର ନେତୃତ୍ୱ କଂଗ୍ରେସ ନେଉଥିବାରୁ ଦଳ ବେଶ ତତ୍ପର ହୋଇଛି। ସେଥିପାଇଁ କିଭଳି ବିରୋଧୀ ମାନେ ଗୋଟିଏ ମଞ୍ଚରେ ପୁଣିଥରେ ଏକାଠି ହେବେ ସେଥିପାଇଁ ଉଦ୍ୟମ ଜୋରଦାର ହେଉଛି। ପାଟନା ବୈଠକରେ ବିରୋଧୀ…

ରାହୁଲ କରିବେ ହିସାବନିକାଶ

ଭୁବନେଶ୍ୱର: କର୍ଣ୍ଣାଟକରେ ଯାହା ଗ୍ୟାରେଣ୍ଟି ଦେଇଥିଲେ ତାର ହିସାବ ନେବେ ରାହୁଲ ଗାନ୍ଧୀ। ନିର୍ବାଚନ ସମୟରେ କର୍ଣ୍ଣାଟକବାସୀଙ୍କୁ ରାହୁଲ ୫ ଟି ଗ୍ୟାରେଣ୍ଟି ଦେଇଥିବାବେଳେ ପ୍ରଥମ କ୍ୟାବିନେଟ ବୈଠକରେ ହିଁ ସବୁ ପ୍ରତିଶ୍ରୁତି ପାଳନ ହେବ ବୋଲି କହିଥିଲେ। ଲୋକେ ମଧ୍ୟ କଂଗ୍ରେସକୁ ସମର୍ଥନ…

ଇଟା, ସିମେଣ୍ଟ ବିନା ନିର୍ମିତ ତିନି ମହଲା ବିଶିଷ୍ଟ ମନ୍ଦିର: ୧୦୮ ସ୍ତମ୍ଭ ଉପରେ ହୋଇଛି ଛିଡ଼ା

ରାଜସ୍ଥାନ: ଏବେ ଶ୍ରାବଣ ମାସ ଚାଲିଛି । ଏଭଳି ପରିସ୍ଥିତିରେ ଭଗବାନ ଶିବଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗୁଛି । ତେବେ ଆମେ ଆପଣଙ୍କୁ ଏପରି ଏକ ଶିବ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ଏକ ହଜାର ବର୍ଷ ପୁରୁଣା । ଏହି ମନ୍ଦିରର ବିଶେଷ କଥା ହେଉଛି ଏହା ସିମେଣ୍ଟ ଏବଂ ଇଟା…

ମୌସୁମୀ ବର୍ଷା ପ୍ରଭାବରେ ଖସିଲା ଇଲିସ୍ ଦର, ୨୫୦ ଟଙ୍କାରେ ବୋହି ନେଲେ ଲୋକ

ବାଲେଶ୍ୱର: ମାଛ ଅନେକଙ୍କ ପ୍ରିୟ ଖାଦ୍ୟ । ଆଉ ଯଦି ଇଲିସ୍ କଥା ପଡ଼େ ତ ସମସ୍ତଙ୍କ ପାଟିରୁ ନାଳ ଗଡ଼େ । ଆପଣ ଯଦି ଇଲିସ୍ ଖାଇବାକୁ ଆଗ୍ରହୀ ତା’ହେଲେ ଆଉ ଡେରି କରନ୍ତୁ ନାହିଁ । କାରଣ ଇଲିସ୍ ମାଛର ଦର ଖସିଛି । ବାଲେଶ୍ୱରରେ ଇଲିସ୍ ମାଛ କେଜି ପିଛା ୨୫୦ ଟଙ୍କାକୁ ଖସି ଆସିଛି । ଖବର…

ସୁଟିଂ ସେଟ୍‌ରେ ଅସୁସ୍ଥ ହୋଇପଡ଼ିଲେ ଟିନା, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ସୁଟିଂ ସମୟରେ ଅସୁସ୍ଥ ହୋଇପଡ଼ିଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଟିନା ଦତ୍ତ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଟିନା ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରିଛନ୍ତି । ଏବେ ତାଙ୍କ…

ସୁବାସ ଘାଇଙ୍କ ନୂଆ ଫିଲ୍ମ ସଲାଖେଁରେ ଅଭିନୟ କରିବେ ଜ୍ୟାକି

ମୁମ୍ବାଇ: ଫିଲ୍ମମେକର ସୁବାସ ଘାଇ ଦୀର୍ଘଦିନ ପରେ ସଲାଖେଁ ନାମକ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ଜ୍ୟାକି ଶ୍ରଫ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ପୂର୍ବରୁ ୧୯୯୩ର ସୁପରହିଟ ଫିଲ୍ମ ଖଳନାୟକର ସ୍ୱିକ୍ୱେଲ କରିବା ନେଇ ସୁବାସ ଯୋଜନା କରୁଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ଏହି…