ସ୍ୱର୍ଣ୍ଣ ମନ୍ଦିରରେ ସେବା ଉଦ୍ଦେଶ୍ୟରେ ବାସନ ଧୋଇଲେ ପରିଣୀତି ଓ ରାଘବ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢ଼ା ଦୀର୍ଘ ଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି । ଆଗକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ପ୍ରେମୀଯୁଗଳ ନିକଟରେ ଅମୃତସରର ଗୋଲ୍ଡେନ୍ ଟେମ୍ପୁଲ୍ରେ ନଜର ଆସିଥିଲେ । ସେମାନେ ମନ୍ଦିରରେ ଇଶ୍ୱରଙ୍କ ଆଶୀର୍ବାଦ…