Latest Odisha News

BREAKING NEWS

ବିଜେପିକୁ ପ୍ରିୟଙ୍କା ଡର! ମୋଦି ଯିବେ ମଧ୍ୟପ୍ରଦେଶ

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ଣ୍ଣାଟକ ଢାଞ୍ଚାରେ ସେଠାରେ କାର୍ଯ୍ୟ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର କରୁଛନ୍ତି। ଏପରିକି ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ନର୍ମଦା…

ଗଞ୍ଜାମର ବିଜେଡି ନେତାଙ୍କୁ ଦଳରୁ ବାହାର କଲେ ନବୀନ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତିଙ୍କୁ ଦଳରୁ ବିଦା କରିଛନ୍ତି ନବୀନ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସଭାପତି ନୀଳମାଧବ ରାଉତଙ୍କୁ ଦଳରୁ ବାହାର କରି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲାରେ…

ଛତିଶଗଡ଼ରେ ସରକାର ଭାଙ୍ଗିବାକୁ ଚାହୁଁଛି ବିଜେପି !

ଭୁବନେଶ୍ୱର: ଛତିଶଗଡ଼ ବିଧାନସଭା ନିର୍ବାଚନ ଆଉ ମାତ୍ର ଅଳ୍ପ କିଛି ମାସ ବାକି ଥିବାବେଳେ କଂଗ୍ରେସ ପୁଣିଥରେ ଶାସନକୁ ଫେରିବାକୁ ସବୁ ପ୍ରୟାସ କରୁଛି। ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ସହ ପ୍ରଚାର ପ୍ରସାରକୁ ମଧ୍ୟ ଜୋରଦାର କରାଯାଉଛି। ଏଭଳି ସ୍ଥିତିରେ ପୁଣିଥରେ ଦଳର ପୁରୁଣା ରୋଗ ମନେ…

୨୦୧୯ ବିଶ୍ୱକପ ଟିମ ଚୟନ ବିବାଦ ନେଇ ମୁହଁ ଖୋଲିଲେ ରାୟୁଡୁ

ନୂଆଦିଲ୍ଲୀ: ୨୦୧୯ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲରୁ ବିଦାୟ ନେଇଥିଲା । ଏହା ପରେ ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଦ୍ୱାରା ଦଳ ଚୟନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିଶେଷ କରି ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ସାମିଲ ନେଇ ପ୍ରଶ୍ନବାଚୀ ସୃଷ୍ଟି…

ଏସିଆ କପ ପାକିସ୍ତାନ, ଶ୍ରୀଲଙ୍କାରେ ଖେଳାଯିବ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଂଟର ୨୦୨୩ ସଂସ୍କରଣ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ । ପାକିସ୍ତାନରେ ୪ଟି ଏବଂ ବାକି ୯ଟି ମୁକାବିଲା ଶ୍ରୀଲଙ୍କାରେ ହେବ । ପାକିସ୍ତାନରେ ଭାରତର ଗୋଟିଏ ବି ମ୍ୟାଚ ହେବ ନାହିଁ । ଗ୍ରୁପ ଷ୍ଟେଜର ୪ଟି ମ୍ୟାଚ ପାକିସ୍ତାନ-ନେପାଳ,…

ଜାତୀୟ ସିନିୟର କିରୋଗୀ ପୁମ ସି ଟାଏକୋଣ୍ଡୋ : ସିକ୍କିମ ଚାମ୍ପିୟନ, ଓଡିଶା ରନର୍ସଅପ

ପୁରୀ: ଡେରାଡୁନରେ ୩୮ତମ ଜାତୀୟ ସିନିୟର କିରୋଗୀ ଓ ପୁମ ସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମତ୍କାର ପ୍ରଦର୍ଶନ କରି ଓଡିଶା ପୁମସା ବିଭାଗରେ ରନର୍ସଅପ ହୋଇଛି । ସିକ୍କିମ ଟିମ ଓଭରାଲ ଚାମ୍ପିୟନ ହୋଇଛି । ଏହି ପ୍ରତିଯୋଗିତାରେ ୪୧ ଜଣିଆ ଟିମ ଅଂଶଗ୍ରହଣ କରିଥିଲେ ।…

ରଥ ପୂର୍ବରୁ ଅଘଟଣ, ସିସିଟିଭି ଲଗାଇବା ବେଳେ ବିଦ୍ୟୁତ୍ ଲାଗି ଯୁବକଙ୍କ ମୃତ୍ୟୁ

ପୁରୀ: ରଥଯାତ୍ରା ପୂର୍ବରୁ ପୁରୀ ଟାଉନ ଥାନାରେ ଅଘଟଣ । ରଥଯାତ୍ରା ପାଇଁ ଥାନା କଣ୍ଟ୍ରୋଲ ରୁମ୍ ଛାତ ଉପରେ ସିସିଟିଭି ଲଗାଉଥିବା ବେଳେ ବିଦ୍ୟୁତ୍ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କଟକ ରାଜା ବଗିଚା ଅଞ୍ଚଳର ରାକେଶ ବେହେରା । ସିସିଟିଭି ଲଗାଇବା ବେଳେ ରାକେଶ ବିଦ୍ୟୁତ୍…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିଟ୍ ୟୁଜି ପରୀକ୍ଷାର ୩ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)-ୟୁଜି ପରୀକ୍ଷାରେ ଓଡ଼ିଶାରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରୁଥିବା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୩ଜଣ ବିଦ୍ୟାର୍ଥୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସର୍ବଭାରତୀୟସ୍ତରରେ ଅଷ୍ଟମ ରାଙ୍କରେ…

ଶସ୍ତା ହେବ ଖାଇବା ତେଲ, ଆମଦାନୀ ଶୁଳ୍କ କମାଇଲେ ସରକାର

ନୂଆଦିଲ୍ଲୀ: ଖାଇବା ତେଲ ଉପରେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ କମାଇଛନ୍ତି । ଫଳରେ ଆଗାମୀ ଦିନରେ ଖାଇବା ତେଲ ଦର ହ୍ରାସ ପାଇବ । ରିଫାଇନଡ୍ ସୋୟାବିନ୍ ଓ ରିଫାଇନଡ୍ ସନଫ୍ଲାୱାର ଉପରେ ସରକାର ପୂର୍ବରୁ ୧୭.୫ ପ୍ରତିଶତ ଆମଦାନୀ ଶୁଳ୍କ ନେଉଥିଲେ ଯାହାକି ୧୨.୫ ପ୍ରତିଶତକୁ ଖସି ଆସିଛି ।…

ଗୁଜରାଟ ନିକଟତର ହେଉଛି ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’, ସନ୍ଧ୍ୟାରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର: ଉତ୍ତରପୂର୍ବ ଆରବ ସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା ‘ବିପର୍ଯ୍ୟୟ’ । ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ ଏବେ ଗୁଜରାଟର ଜଖଉ ବନ୍ଦର ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୧୨୦ କିଲୋମିଟର ଦୂରରେ ରହିଥିବା ବେଳେ ଦ୍ୱାରକା ଠାରୁ ପଶ୍ଚିମ-ଉତ୍ତରପଶ୍ଚିମରେ ୧୭୦ କିଲୋମିଟର ଦୂରରେ…