Latest Odisha News

BREAKING NEWS

କବିତା : ବନସ୍ତେ ଡାକିଲା ଗଜ

ବିନୋଦିନୀ ଦାଶ ବନସ୍ତେ ଡାକିଲା ଗଜ ପାଖେଇ ଆସିଲା ପରବ ରଜ ପରବ ରଜ ଲୋ ପଲ୍ଲୀଭୂଇଁ ସଜବାଜ ବଉଳ ଲୋ ପଲ୍ଲୀଭୂଇଁ ସଜବାଜ । ଚୂନାକୁଟା ବିରି ବଟା ପୋଡ଼ପିଠା ସହ ନାନାଦି ପିଠା ନାନାଦି ପିଠା ଲୋ ପାଟିକୁ ଲାଗିବ ମିଠା ବଉଳ ଲୋ ପାଟିକୁ ଲାଗିବ ମିଠା । ନିଆରା ପହିଲି ରଜ ସଜ…

ଭାଷା ଭାଗବତ : ନିତି ଶିଶୁ ସଂଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭିଜ୍ଞ ପାକଳ ଲେଖକ ଦେଖଂତୁ ବାଳିକା, ବାଳକ ତାଂକର ମନଲାଖି ବହି ଏଠି ପାଇପାରଂତିନାହିଁ ଏବର ଆଗ୍ରହୀ ବାଳକ ଆଗକୁ ଭାଷାର ରକ୍ଷକ ହେବାର ଅଛି ସଂଭାବନା କରିହେବନି ଏହା ମନା ନିଜ ଭାଷାରେ ନୂଆ ଜ୍ଞାନ ତାହାଂକୁ କରିଲେ…

ଧାରଣର ଅନ୍ୟ ଏକ ଭାବ ରଜ

ବନ୍ଦିତା ଦାଶ ଓଡ଼ିଆ ପରମ୍ପରାର ପର୍ବ ରଜ ବର୍ଷକେ ଥରେ ଆସେ । ଐତିହ୍ୟ ଓ ସଂସ୍କୃତିପୂର୍ଣ୍ଣ ରାଜ୍ୟ ଆମର। ଅନେକ ପରମ୍ପରା ଆଜିବି ଉଜ୍ଜୀବିତ। ଭାରି ସୌଖୀନ ଓ କଳାତ୍ମକ ଜାତି। ବୀରତା, ସାହସିକତା ରକ୍ତରେ ରକ୍ତରେ, ଶିରା ପ୍ରଶିରାରେ। ବାରମାସରେ ତେଏର ପର୍ବ ପାଳିତ ହୁଏ ଆମର ଖୁବ୍…

ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ମନ୍ତ୍ରୀମାନଙ୍କ ସହ ଗୃହମନ୍ତ୍ରୀଙ୍କ ବୈଠକ, ଖର୍ଚ୍ଚ ହେବ ୮ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ : ଆରବସାଗରରେ ସୃଷ୍ଟି ବାତ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁ ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି। ଦେଶରେ ବିପର୍ଯ୍ୟୟର ମୁକାବିଲା ପାଇଁ ତିନି ପ୍ରକଳ୍ପରେ ଖର୍ଚ୍ଚ ହେବ ୮ ହଜାର କୋଟି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ରେ ପ୍ରଚଳିତ ନୀତି କଥା ଆଲୋଚନା କରିବା ସମୟରେ ପ୍ରଥମେ ଜାଣିବା ଦୈନିକ ନୀତି ବା ନିତ୍ୟ -ବିଧି :-ଏହି ପର୍ଯ୍ୟାୟରେ ଆମେ ବିଚାର କରିବା କେବଳ ରତ୍ନ…

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ପୀଡ଼ିତାଙ୍କ ବୟାନ ରେକର୍ଡ

କଟକ: ବଲିଉଡ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳାଙ୍କର ବୟାନ ବିଭାଗୀୟ ମାଜିଷ୍ଟ୍ରେଟ୍ (ଏସଡିଜେଏମ୍)ଙ୍କ ଆଗରେ ହୋଇଛି । କୋର୍ଟରେ 164 ଧାରାରେ ରେକର୍ଡ କରାଯାଇଛି ଏହି ବୟାନ। ଭଟ୍ଟଙ୍କ ବିରୋଧରେ ବିବାହ, ଠକେଇ, ନିର୍ଯାତନା, ଶୋଷଣ ଭଳି…

ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ, ଟପ୍ ୫୦ ତାଲିକାରେ ଓଡ଼ିଶାର ୨ ଜଣ

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ନିଟ୍ ୟୁଜି ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରାୟ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ୍ କୋର୍ସରେ ନାମ ଲେଖାଇବା ପାଇଁ ନିଟ୍ ୟୁଜି ଏଣ୍ଟ୍ରାନ୍ସ ଦେଇଥିଲେ । ନିଟ୍ ୟୁଜି ରେଜଲ୍ଟ https://neet.nta.nic.in/,…

ଫିଲ୍ମ ‘ଆଦିପୁରୁଷ’ କ୍ରିତିଙ୍କୁ କଲା ଲୋକପ୍ରିୟ, ଏବେ ତାଙ୍କ ହାତରେ ଅନେକ ପ୍ରୋଜେକ୍ଟ

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ଏବେ ବଲିଉଡ ଅଭିନେତ୍ରୀ କ୍ରିତି ସାନନ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଆସନ୍ତା ୧୬ ତାରିଖରେ ରିଲିଜ୍ ହେବ । ଏଥିରେ କ୍ରିିତି ସୀତା ଭୂମିକାରେ ଅଭିନୟ କରିଥିବା ବେଳେ ସାଉଥ ସୁପରଷ୍ଟାର ପ୍ରଭାସ ରାମ ଓ ଶୈଫ ଅଲ୍ଲି ଖାନ୍ ରାବଣ ଭୂମିକାରେ ଅଭିନୟ କରିଛନ୍ତି…

୬୦ ଲକ୍ଷ ମୂଷା ମାରିବା କାର୍ଯ୍ୟକ୍ରମ ବାତିଲ

ପ୍ୟାରିସ: ଏଠାକାର ଲୋକ ଏବେ ମୂଷାଙ୍କ ସହ ଏକତ୍ର ରହିବାକୁ ବାଧ୍ୟ ହୋଇଛନ୍ତି । ପ୍ୟାରିସରେ ଦ୍ରୁତ ବେଗରେ ମୂଷାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଏହା ଦେଖି ପ୍ରଶାସନ ୬୦ ଲକ୍ଷ ମୂଷାଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଏ ବାବଦକୁ ୧୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ…