ସମୟ ଓ ଭାଗ୍ୟ
ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ସତରେ କଣ ଭାଗ୍ୟ ବୋଲି କିଛି ଥାଏ? ନା ଭାଗ୍ୟକୁ ଦାୟୀ କରି ମଣିଷ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟରୁ ଓହରି ଆସି ଥାଏ । ନା ଭାଗ୍ୟ ନାଁ ରେ ଏକ ବାହାନା ଖୋଜିଥାନ୍ତି । ସମୟେ ସମୟେ ମଣିଷ କୁହେ- କ\'ଣ କରିବା ମୋର ଭାଗ୍ୟ ରେ ନାହିଁ!…