ଅମ୍ରିତପାଲଙ୍କ ରୂପ ଏକ ଚେହେରା ଅନେକ, ପୋଲିସ ଜାରି କଲା ସ୍କେଚ
ଚଣ୍ଡିଗଡ: ୩ ଦିନ ବିତିଯାଇଥିଲେ ମଧ୍ୟ ଉଗ୍ରବାଦୀ ଅମ୍ରିତପାଲକୁ ଧରିବାରେ ପଞ୍ଜାବ ପୋଲିସ ବିଫଳ ହୋଇଛି । ଅମ୍ରିତପାଲ ବେଶ ବଦଳାଇବାରେ ଧୂରନ୍ଧର । ତାର ରୂପ ଏକ ବେଶ ଅନେକ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅମ୍ରିତପାଲର ବିଭିନ୍ନ ସ୍କେଚକୁ ପୋଲିସ ବିମାନବନ୍ଦର, ସୀମା ସୁରକ୍ଷା ବଳ, ସଶସ୍ତ୍ର…