ଆର୍ଯ୍ୟନଙ୍କୁ ଗିରଫ କରିଥିବା ସମୀରଙ୍କ ଉପରେ ନିର୍ମିତ ହେବ ଫିଲ୍ମ
ମୁମ୍ବାଇ: ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ ଡ୍ରଗ୍ସ କେସରେ ଗିରଫ କରି ଏନସିବି ଅଧିକାରୀ ସମୀର ୱାଙ୍ଖେଡ ଚର୍ଚ୍ଚାକୁ ଆସିଥିଲେ । ଏବେ ତାଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ ଅଂଟା ଭିଡିଛନ୍ତି ଜୀଶନ ଅହମ୍ମଦ । ସେ ଏହା ପୂର୍ବରୁ ପଙ୍କଜ ତ୍ରିପାଠୀଙ୍କ ସହ ମିଶି ଅଟଳ ବିହାରୀ…