‘ମୋତେ ଡାକ ନାହିଁ ଅଙ୍କଲ’, ଏଭଳି କାହିଁକି କହିଲେ ରଣବୀର
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ତାଙ୍କ ଫିଲ୍ମ 'ତୁ ଝୁଠି ମେ ମକ୍କାର'ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଆଉ ଏଥିପାଇଁ ସେ ଅଲଗା ଅଲଗା ସହର ସହ ବିଭିନ୍ନ ଇଭେଣ୍ଟସରେ ଯୋଗ ଦେଉଛନ୍ତି । ତେବେ ନିକଟରେ ସେ ଇଣ୍ଡିଆନ ଆଇଡ଼ଲ ସିଜିନ-୧୩ ସୋ'ରେ ପହଞ୍ଚିଥିଲେ। ତେବେ ଏଠାରେ ଜଣେ…