Latest Odisha News

BREAKING NEWS

ଘର କାନ୍ଥରେ ଝୁଲି ମାଙ୍କଡ କଲେ ହରତାଳ; ଭିଡ଼ିଓ ଭାଇରାଲ

ଜଙ୍ଗଲ ଧ୍ୱଂସ ହେବା କାରଣରୁ ଖାଦ୍ୟ ଅନ୍ୱେଷଣରେ ଅନେକ ପଶୁପକ୍ଷୀ ଗାଁ ବା ସହରମୁହାଁ ହେଉଛନ୍ତି । ଫଳରେ ଲୋକଙ୍କର ଅନେକ କ୍ଷୟକ୍ଷତି ମଧ୍ୟ କରୁଛନ୍ତି । ସେଥିମଧ୍ୟରୁ ମାଙ୍କଡ଼ଙ୍କ ଉତ୍ପାତ ନ କହିବା ଭଲ । ଏହା ଏବେ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ଏବେ ଦେଖାଦେଉଛି ଖାଦ୍ୟ ନ ପାଇବା କାରଣରୁ…

ବାଲ୍ୟ ବିବାହ ବିରୋଧରେ ଆସାମରେ ଚଢ଼ାଉ ଜାରି; ୩ ହଜାରରୁ ଅଧିକ ଗିରଫ

ଦିଶପୁର: ୧୦ ଦିନ ହେଲା ଆସାମରେ ବାଲ୍ୟ ବିବାହ ନେଇ ଗରିଫଦାରୀ ଜାରି ରହିଛି। ବର୍ତ୍ତମାନ ସୁଧା ରାଜ୍ୟରେ ୩,୦୧୫ ଜଣଙ୍କୁ ଗିରଫ କରାଗଲାଣି। ଫେବ୍ରୁଆରୀ ୩ ତାରିଖରେ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀOr ଚଢ଼ାଉ ଆଗକୁ ବି ଜାରି ରହିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।…

ପୁରୀ ବଡଦାଣ୍ଡରେ ପାଳିତ ହେଲା ବେତାର ଦିବସ

ପୁରୀ: ରେଡିଓକୁ ଭଲ ପାଉଥିବା ଅନେକ ବ୍ୟକ୍ତି ଆଜି ବେତାର ଦିବସ ପାଳନ କରିଛନ୍ତି । ସୋମବାର ପୁରୀ ବଡଦାଣ୍ଡର ମରିଚିକୋଟ ଛକ ନିକଟରେ ପାଳିତ ହୋଇଛି ବେତାର ଦିବସ । ବେତାର ବା ରେଡିଓ ଏକ ବିଶ୍ୱସ୍ତ ଓ ବିଶ୍ୱାସଯୋଗ୍ୟ ଗଣମାଧ୍ୟମ । ଚଳିତ ବର୍ଷ ରେଡିଓ ଦିବସରେ ଜାତିସଂଘର ବାର୍ତା ହେଉଛି ରେଡିଓ ଓ…

WPL Auction 2023: ମହିଳା ପ୍ରିମିୟର ଲିଗ୍‌ ନିଲାମୀ ଜାରି; ସବୁଠୁ ଦାମୀ ଖେଳାଳି ସ୍ମୃତି ମନ୍ଧାନା

ମୁମ୍ବାଇ: ମହିଳା ପ୍ରିମିୟର ଲିଗ(WPL) ପାଇଁ ସୋମବାର ଖେଳାଳି ନିଲାମୀ ଆରମ୍ଭ ହୋଇଛି। ଏଥିରେ ୪୦୦ରୁ ଅଧିକ ଖେଳାଳି ଭାଗ ନେଇଛନ୍ତି। ତେବେ ଭାରତ ସମେତ ବିଭିନ୍ନ ବିଦେଶର ପ୍ରାୟ ୯୦ ଖେଳାଳିଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ନିଲାମୀ ଚାଲିଛି ନିଲାମ ପ୍ରକ୍ରିୟା ଚାଲିଛି। ଅକ୍ସନ୍‌ରେ ଭାଗ…

‘ନିଜ ଦୁର୍ନୀତିର ଅଠା ଅନ୍ୟ ମୁଣ୍ଡରେ ପୋଛୁଛି ବିଜେଡି’

ଭୁବନେଶ୍ୱର: ନିଜେ କରିଥିବା ଦୋଷ ଓ ପାପକୁ ଅନ୍ୟ ମୁଣ୍ଡରେ ଲଦି ଦେଇ ଓଡିଶାବାସୀଙ୍କୁ ବାରମ୍ବାର ପ୍ରତାରିତ କରିଚାଲିଛି  ବିଜୁ ଜନତା ଦଳ । ନିଜେ କରୁଥିବା ଚଂଚକତା, ଦୁର୍ନୀତି, ଭ୍ରଷ୍ଟାଚାରର ଅଠା ଅନ୍ୟ ମୁଣ୍ଡରେ ପୋଛି ଦେବାରେ ଓସ୍ତାଦ ଶାସକଦଳ । ସଂଘୀୟ ବ୍ୟବସ୍ଥାର ସମସ୍ତ ନୀତି ଓ ନିୟମକୁ…

ପୂରଣ ହେଲା ସୁପ୍ରିମକୋର୍ଟରେ ସମସ୍ତ ବିଚାରପତି ଆସନ; ଶପଥ ନେଲେ ଦୁଇ ବିଚାରପତି

ନୂଆଦିଲ୍ଲୀ: ପୂରଣ ହେଲା ସୁପ୍ରିମକୋର୍ଟରେ ସମସ୍ତ ବିଚାରପତି ଆସନ। ସୋମବାର ସୁପ୍ରିମକୋର୍ଟରେ ଦୁଇ ବିଚାରପତି ଜଷ୍ଟିସ୍‌ ରାଜେଶ ବିନ୍ଦଲ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାର ଶପଥଗ୍ରହଣ କରିଛନ୍ତି। ଫଳରେ ସୁପ୍ରିମକୋର୍ଟରେ ଥିବା ସମସ୍ତ ୩୪ ବିଚାରପତି ଆସନ ପୂରଣ ହୋଇଛି। ସୁପ୍ରିମକୋର୍ଟରେ ପ୍ରଧାନ…

ମାତିଲେ ମାଓବାଦୀ; ଦନ୍ତେୱାଡାରେ ଇନଫର୍ମର ସନ୍ଦେହରେ ହତ୍ୟା, ବିଜାପୁରରେ ବିଛାଇଲେ ଲାଣ୍ଡମାଇନ

ମାଲକାନଗିରି : ସୀମାନ୍ତରେ ପୁଣି ମାତିଲେ ମାଓବାଦୀ । ଛତିଶଗଡରେ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଥିବାବେଳେ ଯବାନଙ୍କୁ ଟାର୍ଗେଟ କରି ଲାଣ୍ଡମାଇନ ବିଛାଇଥିଲେ । ମାଲକାନଗିରି ଛତିଶଗଡ ସିମାନ୍ତ  ଦନ୍ତେୱାଡା ଜିଲ୍ଲାରେ ଦେଖା ଦେଇଛି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣେ…

ସେଲଫି ଅଭିଯାନ ପରିବର୍ତ୍ତେ ମହିଳାଙ୍କ କଥା ଉଠାଅ: ବିଜେଡି

ଭୁବନେଶ୍ୱର: ସେଲଫି ଅଭିଯାନ ପରିବର୍ତ୍ତେ ମହିଳା ସଶକ୍ତିକରଣ ପାଇଁ, ଓଡିଶା ବିଜେପି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ନେଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ,…

ଅଭିନୟରେ ସଫଳ, ପ୍ରେମରେ ବିଫଳ: ରଶ୍ମୀ ଦେଶାଇ

ମୁମ୍ବାଇ : ଫିଲ୍ମ ବା ଧାରାବାହିକରେ ପ୍ରେମିକା ବା ପ୍ରେମିକ ଚରିତ୍ରରେ ସଫଳ ଅଭିନୟ କରୁଥିବା ଓ ଦର୍ଶକଙ୍କୁ ବାନ୍ଧି ପାରୁଥିବା ଅଭିନେତା ବା ଅଭିନେତ୍ରୀ ବାସ୍ତବ ଜୀବନରେ କିନ୍ତୁ ପ୍ରେମରେ ବିଫଳ ହୋଇଥିବା ଅନେକ ନଜିର ଅଛି । ସେମାନଙ୍କ ଭିତରୁ ଅଭିନେତ୍ରୀ ରଶ୍ମୀ ଦେଶାଇ ଅନ୍ୟତମ । ଏବେ…