Latest Odisha News

BREAKING NEWS

ସରିଫ ମାନିଲେ, ପାକିସ୍ତାନ ଏବେ ଭିକ ମାଗି ବଞ୍ଚିଛି, କଶ୍ମୀର ଏଜେଣ୍ଡା ପାଇଁ ସମ୍ବଳ ନାହିଁ

ଇସଲାମବାଦ: ପାକିସ୍ତାନ ଏବେ ଭିକାରୀ, ଏମିତି ସ୍ଥିତିରେ କଶ୍ମୀର ଏଜେଣ୍ଡାକୁ ଆମେ କାର୍ଯ୍ୟକାରୀ  କରିପାରିବୁ ନାହିଁ- କହୁ କହୁ ଏମିତି ବଡ କଥା କହିଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ । ନିଜେ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି, ପାକିସ୍ତାନର ଆର୍ଥିକ ସ୍ଥିତି ସଙ୍କଟରେ । ଏକ…

କିଏ ଏହି ଗବେଷକ ? ତୁର୍କି ସମେତ ୪ ଦେଶରେ ଭୂମିକମ୍ପ ହେବା ନେଇ ସତର୍କ କରାଇଥିଲେ

ନୂଆଦିଲ୍ଲୀ: ତୁର୍କୀ ସମେତ ଲେବାନନ, ସିରିୟା ଓ ଇସ୍ରାଏଲରେ ଏବେ ଭୟଙ୍କର ଭୂମିକମ୍ପ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ଓ ଭୟଭୀତ କରାଇ ଦେଇଛି । ଏହି ପ୍ରାକୃତିକ ଦୁର୍ବିପାକରେ ଏ ପର୍ଯ୍ୟନ୍ତ ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରି ସାରିଛନ୍ତି । ତେବେ ଭୂମିକମ୍ପ ନେଇ ଜିଓଲୋଜିକାଲ ଇନଷ୍ଟିଚ୍ୟୁଟର…

ତୃତୀୟ ଥର ପାଇଁ ସ୍ଥଗିତ ହେଲା ଦିଲ୍ଲୀ ମେୟର ନିର୍ବାଚନ: ସୁପ୍ରିମକୋର୍ଟ ଯିବ ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନକୁ ଦୁଇ ମାସ ବିତିଯାଇଥିଲେ ବି ମେୟର କି ଡେପୁଟି ମେୟର ନିର୍ବାଚନ ହୋଇପାରିଲା ନାହିଁ। ମେୟର ନିର୍ବାଚନ ଆୟୋଜନ ପୂର୍ବରୁ ଦୁଇଥର ଫେଲ୍ ମାରିଥିବା ବେଳେ ସୋମବାର ତୃତୀୟ ଥର ଫେଲ୍ ମାରିଛି। ଆଜି(ଫେବ୍ରୁଆରୀ-୬) ପୁଣିଥରେ ସଦନରେ ମୁହାଁମୁହିଁ ହୋଇଛନ୍ତି…

ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ନଚେତ ଇସ୍ତଫା ଦିଅନ୍ତୁ-ପିସିସି ସଭାପତି

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଏତେ ବଡ ଘଟଣାରେ ଲୋକଙ୍କୁ ଅନ୍ଧାରରେ ରଖି କ୍ରାଇମବ୍ରାଞ୍ଚ କାହାଣୀ ଶୁଣାଉଛି । ଗୃହମନ୍ତ୍ରାଳୟ ନିଜ ହାତରେ ଥିଲେ ବି ମୁଖ୍ୟମନ୍ତ୍ରୀ ଚୁପ…

ତୁର୍କିରେ ଭୂମିକମ୍ପ ପାଇଁ ସହଯୋଗର ହାତ ବଢ଼ାଇଲା ଭାରତ, ରିଲିଫ ସାମଗ୍ରୀ ସହ ଯିବ ଏନ୍‌ଡିଆର୍‌ଏଫ୍ ଟିମ୍

ତୁର୍କି: ତୁର୍କିରେ ଗୋଟିଏ ଦିନରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଦେଶକୁ ଛାରଖାର କରିଦେଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ସୁଧା ୧୨୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଆହତ ହୋଇଛନ୍ତି। ପାଖାପାଖି ୧୭୦୦ ବିଲ୍ଡିଂ ଭାଙ୍ଗି ଚୁରମାର ହୋଇଯାଇଛି। ଏଭଳି ଏକ ବିପଦ ସମୟରେ ତୁର୍କିକୁ…

କିଆରା-ସିଦ୍ଧାର୍ଥଙ୍କ ବିବାହକୁ ନେଇ ବଡ଼ ଅପଡେଟ୍, ଆଜି ନୁହେଁ କାଲି ପଡ଼ିବ ହାତଗଣ୍ଠି

ମୁମ୍ବାଇ : କିଆରା-ସିଦ୍ଧାର୍ଥଙ୍କ ବିବାହକୁ ନେଇ ଆସିଲା ବଡ଼ ଖବର  । ଆଜି ନୁହେଁ କାଲି ସିଦ୍ଧାର୍ଥ ଓ କିଆରାଙ୍କ ବିବାହ । ବାହାଘର ପାଇଁ ସଜେଇ ହୋଇଛି ରାଜସ୍ଥାନର ଜୈସଲମେର୍‌ ପ୍ରସିଦ୍ଧ ପ୍ୟାଲେସ ସୂର୍ଯ୍ୟଗଡ। ପୂର୍ବରୁ ପ୍ରି ୱେଡିଂ ଉତ୍ସବ ଆରମ୍ଭ ହୋଇଯାଇଛି। ଲୋକପ୍ରିୟ ମେହେନ୍ଦୀ ଆର୍ଟିଷ୍ଟ…

ବିଶ୍ୱର ସବୁଠୁ ବଡ଼ ଅଣ୍ଡରୱାଟର ସାଇକେଲ ପାର୍କିଂ

ବିଶ୍ୱର ବଡ଼ ବଡ଼ ଦେଶଗୁଡ଼ିକରେ ନାମିଦାମୀ ଗାଡ଼ି ଚଢିବା ଅନେକ ଲୋକଙ୍କ ସଉକ । କିନ୍ତୁ ଆମଷ୍ଟରଡାମ ଏପରି ଏକ ସହର, ଯେଉଁଠାରେ ଲୋକେ ଯାତାୟାତ ପାଇଁ ସାଇକେଲର ବ୍ୟବହାର ବହୁଳ ମାତ୍ରାରେ କରିଥାନ୍ତି । ଏହାର କାରଣ ହେଲା ଲୋକ ସଂସ୍କୃତି । ନିଜ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏଠାରେ ବହୁ…

ତୁର୍କିରେ ପୁଣି ଭୟଙ୍କର ଭୂମିକମ୍ପ; ଏଥର ତୀବ୍ରତା ୭.୬, ମୃତ୍ୟୁ ସଂଖ୍ୟା ୧୨୦୦କୁ ବୃଦ୍ଧି

ଇସ୍ତାନବୁଲ: ସୋମବାର ସକାଳେ ହୋଇଥିବା ୭.୮ ତୀବ୍ରତାର ଭୂମିକମ୍ପ ତୁର୍କିକୁ ଛାର୍‌ଖାର କରିଦେଇଥିବା ବେଳେ ଏବେ ପୁଣି ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଏବେ ଏବେ ହୋଇଥିବା ଭୂମିକମ୍ପର ତୀବ୍ରତା ୭.୬ ରହିଥିବା ଆକଳନ କରାଯାଇଛି।  କହରାମନମାରସ ଅଞ୍ଚରେ ଏହି ଦ୍ୱିତୀୟ ଶକ୍ତିଶାଳୀ ଭୂମିକମ୍ପ…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: ଅଶ୍ୱୀନ-ଲିୟନଙ୍କ ମଧ୍ୟରେ ସ୍ପିନରଙ୍କ ଭୂସ୍ୱର୍ଗରେ କିଏ ସାଜିବ ନାୟକ

ନାଗପୁର: ଭାରତ-ଅଷ୍ଟ୍ରେଲିଆ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃୟାରୀ ୯ରୁ ଆରମ୍ଭ ହୋଇଯିବ । ପ୍ରଥମ ଟେଷ୍ଟ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ସିରିଜ ଜିତିବା ଜରୁରୀ ହୋଇପଡିଛି । ଭାରତୀୟ…

୧୦ ମିନିଟରେ ପରସ୍ପରକୁ ଧକ୍କା ଦେଲା ୪୯ ଗାଡ଼ି, ୧୬ ମୃତ

ବେଜିଂ:ମାତ୍ର ୧୦ ମିନିଟରେ ସବୁକିଛି ଓଲଟିଗଲା । କେହି କିଛି ବୁଝିପାରିଲେନି । ଗାଡିକୁ ଗାଡି ପିଟି ହୋଇ ଚାଲିଥାଏ । ଗୋଟିଏ ବା ଦୁଇଟି ନୁହେଁ, ଏକ ସାଙ୍ଗରେ ୪୯ଟି ଗାଡି ପରସ୍ପରକୁ ଲଗାତାର ଧକ୍କାଦେଇ ଚାଲିଥାନ୍ତି । ଏମିତି ଏକ ଛାତି ଥରାଇଦେବା ପରି ଦୁଘଟଣା ଦେଖିବାକୁ ମିଳିଛି ଚୀନରେ ।…