ଧନୀ ତାଲିକାରେ ୧୫ ତମ ସ୍ଥାନକୁ ଖସିଲେ ଅଡାନୀ; ଏସିଆର ଶ୍ରେଷ୍ଠ ଧନୀ ଏବେ ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ: ଧୀରେ ଧୀରେ ଆଡାନୀଙ୍କ ସମ୍ପତ୍ତିରେ ହ୍ରାସ ପାଇବାରେ ଲାଗିଛି। ଦିନେ ସେ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ୩ ନମ୍ବର ସ୍ତାନରେ ଥିଲେ। ହେଲେ ଏବେ ତାଲିକାରେ ସେ ୧୫ ତମ ସ୍ଥାନକୁ ଖସି ଆସିଛି। କେବଳ ସେତିକି ନୁହେଁ, ଏସିଆରେ ସର୍ବଶ୍ରେଷ୍ଠ ଧନୀ ପଦବୀ ହରାଇଛନ୍ତି ଅଡାନୀ। ଫଳରେ ପୁଣି…