Latest Odisha News

BREAKING NEWS

ନବଜାତ ସନ୍ତାନକୁ ଦେଖିବାକୁ ଘରକୁ ଆସୁଥିଲେ ଯବାନ, ଅଧାବାଟରେ ଚାଲିଗଲା ଜୀବନ

ବ୍ରହ୍ମପୁର:  ମାଁ ମଶାଣୀରେ ଜଳୁଛି ଜୁଇ । ଏ ଜୁଇର ଲେଲିହାନ ନିଆଁ ଖାଲି ଜଣେ ସହୀଦ ଯବାନଙ୍କ ଶରୀରକୁ ଜାଳି ଦେଉନି, ଏ ଜୁଇରେ ଜଳି ଯାଉଛି ବୃଦ୍ଧ ମା’ର ମମତା, କୁନି ପୁଅଟିର ଆଶା ଓ ଭରସା,  ଜଳି ଯାଉଛି ପ୍ରାଣ ଦେଇ ଭଲ ପାଉଥିବା ପତ୍ନୀର ଆଶ୍ୱାସନା, ଅପେକ୍ଷା । ଛାତି ପିଟ କାନ୍ଦୁଛି ମା’..…

ଗୋରଖନାଥ ମନ୍ଦିରରେ ଆକ୍ରମଣ ଘଟଣା: ଦୋଷୀକୁ ମୃତ୍ୟୁ ଦଣ୍ଡ ଦେଲେ କୋର୍ଟ

ନୂଆଦିଲ୍ଲୀ: ଗତବର୍ଷ ଗୋରଖନାଥ ମନ୍ଦିରରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରି ଧରାପଡ଼ିଥିବା ଅପରାଧି ଅହମଦ ମୁର୍ତାଜା ଆବ୍ବାସୀକୁ ଫାଶୀ ଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ। ଏ ନେଇ ସୂଚନା ଦେଇଛନ୍ତି ଏଡିଜି(ଲ୍ ଆଣ୍ଡ ଅର୍ଡର) ପ୍ରଶାନ୍ତ କୁମାର। ଆଇପିସି ଧାରା ୧୨୧…

ଗିରଫ ହେଲେ ASI ଗୋପାଳ ଦାସ, ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା କରିଥିବା ASI ଗୋପାଳ ଦାସଙ୍କୁ ଆଜି ଗିରଫ କରାଯାଇଛି । ଗୁରୁବାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଏକ କାର୍ଯ୍ୟକ୍ରମରେ ଯେଗା ଦେବାକୁ ଯାଉଥିବାବେଳେ ତାଙ୍କୁ ଅତି ନିକଟରୁ ସେ ଗୁଳି କରିଥିଲେ । ଗୋଟିଏ ଗୁଳି ତାଙ୍କର ବାମପଟ ଛାତିରେ ବାଜି ବାହାରି…

ଶସ୍ତାରେ ମିଳୁଛି କାଜୁ : କିଲୋ ପିଛା ୩୦

ଜାମତରା : ଆପଣମାନେ ଜାଣିଥିବେ କାଜୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଆଉ ଏହାକୁ ପିଲାଠୁ ବୃଦ୍ଧା ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହାକୁ କିଣିବା ଏତେ ସହଜ ନୁହେଁ। କାରଣ ଏହାର ଦାମ୍‌ ବଜାରରେ କିଲୋଗ୍ରାମ ପ୍ରତି ୮୦୦ରୁ ୧୦୦୦ ଟଙ୍କାରେ ବିକ୍ରି ହୋଇଥାଏ। ଧନୀ…

ଭାରତୀୟ ପୁରୁଷ ହକି ଦଳର କୋଚ୍ ପଦରୁ ଇସ୍ତଫା ଦେଲେ ଗ୍ରାହମ ରିଡ୍

ନୂଆଦିଲ୍ଲୀ: ହକି ବିଶ୍ୱକପରେ ଭାରତୀୟ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଏପରିକି ଘରୋଇ ଗ୍ରାଉଣ୍ଡ, ପ୍ରତିକୂଳ ପାଗ ଏବଂ ବିପୁଳ ସମର୍ଥନ ସତ୍ତ୍ୱେ କ୍ୱାର୍ଟର ଫାଇନାଲକୁ ଯାଇ ପାରି ନଥିଲା ଭାରତ । ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ୍ ଗ୍ରାହମ ରିଡ୍…

ନମାଜ ସରୁ ସରୁ ବୋମାମାଡ଼ରେ ଥରିଲା ମସଜିଦ୍, ୨୫ ମୃତ

କରାଚି: ପାକିସ୍ତାନର ପେଶାୱରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ମସଜିଦ ଭିତରେ ହୋଇଥିବା ଆକ୍ରମଣରେ ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମଧ୍ୟାହ୍ନ ନମାଜ ପରେ ଆଫଗାନିସ୍ତାନ ସୀମାକୁ ଲାଗି ରହିଥିବା ପେଶାୱରର ମସଜିଦରେ ଏହି ଆକ୍ରମଣ…

ବର ୩ ଫୁଟ୍‌କୁ କନିଆ ୩ ଫୁଟ୍‌

ରାଜସ୍ଥାନ: ନିଜ ଜୀବନସାଥୀକୁ ନେଇ ଅନେକଙ୍କର ଭିନ୍ନ ଭିନ୍ନ ସ୍ୱପ୍ନ ଥାଏ । ନିଜ ପସନ୍ଦର ଜୀବନସାଥୀ ମିଳୁ ବୋଲି ଅନେକ ଭଗବାନଙ୍କୁ ଗୁହାରି ମଧ୍ୟ କରିଥାନ୍ତି । ସେହିଭଳି ରାଜସ୍ଥାନର ଜଣେ ଯୁବକ ନିଜ ପସନ୍ଦର ଜୀବନସାଥୀ ପାଇଛନ୍ତି ଯାହାକୁ ନେଇ ଏହି ଯୋଡ଼ିଙ୍କର ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା…

ମେକ୍ସିକୋର ନାଇଟ କ୍ଲବରେ ଗୁଳିକାଣ୍ଡ, ୮ ମୃତ

ବ୍ୟୁରୋ : ଉତ୍ତର ଆମେରିକାର ଉତ୍ତର ମେକ୍ସିକୋର ଜେରେଜ ସହରର ଏକ ନାଇଟୀ କ୍ଲବରେ ହୋଇଛି ଗୁଳିକାଣ୍ଡ । ଏହି ଗୁଳିକାଣ୍ଡ ରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ନାଇଟ୍ କ୍ଲବର କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଉତ୍ତର ମେକ୍ସିକୋ…

ମନ୍ଦିର ନ ଥିବା ଗାଁ; ମନ୍ଦିର ତିଆରି କଲେ ହୁଏ ଆକସ୍ମିକ ମୃତ୍ୟୁ

ବିହାର: ସିୱାନ୍ ଜିଲ୍ଲା ଅନ୍ତର୍ଗତ ସୁରଭୀର ଗ୍ରାମରେ ରହିଛି ଏକ ରହସ୍ୟମୟ କଥା । ଏହା ହେଉଛି ଏମିତି ଏକ ଗାଁ, ଯେଉଁଠାରେ ଗୋଟିଏ ବି ମନ୍ଦିର ନାହିଁ। ଏଠାରେ ଥିବା ଦେବାଦେବୀମାନେ ଖୋଲା ଆକାଶ ତଳେ ଅଛନ୍ତି। ଗାଁରେ ଯେଉଁମାନେ ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କରିନ୍ତି ସେମାନଙ୍କର ରହସ୍ୟମୟ…

କମ୍ପାନୀ ହେବ ତ ଏମିତି : ୪୦ କର୍ମଚାରୀଙ୍କୁ ମାଲିକ ବାଣ୍ଟିଲେ ୭୦ କୋଟିର ବୋନସ

ସାଧାରଣତଃ ଯେତେବେଳେ ଏକ କମ୍ପାନୀର ଆୟ ଭଲ ରୁହେ ସେତେବେଳେ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଭଲ ବୋନସ ମିଳିଥାଏ । ଅନେକ କ୍ଷେତ୍ରରେ ବୋନସର ପରିମାଣ କିଛି ହଜାର କିମ୍ବା ଲକ୍ଷ ଭିତରେ ସୀମିତ ଥାଏ । କେତେକ କ୍ଷେତ୍ରରେ କମ୍ପାନୀର ପରିଚାଳକ ଘର କିମ୍ବା ଗାଡ଼ି ଆକାରରେ ବୋନସ ଦେଇଥାନ୍ତି । ହେଲେ…