Latest Odisha News

BREAKING NEWS

ଖେରୁଆଲ ସେତୁ ପାର୍ଶ୍ୱରେ ହେବ ନବ ଦାସଙ୍କ ଅନ୍ତିମ ସଂସ୍କାର, ତିନି ଦିନିଆ ଶୋକ ଘୋଷଣା

ଭୁବନେଶ୍ୱର: ଝାରସୁଗୁଡ଼ା ବ୍ରଜରାଜନଗରରେ ରବିବାର ଗୁଳିମାଡ଼ରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଶେଷକୃତ୍ୟ ସମୟରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ। ରବିବାର ଓଡ଼ିଶା ସରକାର ଏହି ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ର ବିଭାଗର ସ୍ୱତନ୍ତ୍ର ସଚିବ ଏକ ପ୍ରେସ୍…

ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ ନବ ଦାସ

ଭୁବନେଶ୍ୱର: ନବୀନଙ୍କ କ୍ୟାବିନେଟର ଅନ୍ୟତମ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ ନବ ଦାସ । ଝାରସୁଗୁଡ଼ା ଜିଲ୍ଲା ସହ ପଶ୍ଚିମ ଓଡ଼ିଶାରେ ଥିଲା ନବ ଦାସଙ୍କ ଦବଦବା । ୨୦୧୯ରେ ନବ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ । ଆଉ ବିଜେଡି ଟିକେଟରେ ଝାରସୁଗୁଡ଼ା ଆସନରୁ ଲଢ଼ି ବିଧାୟକ ହୋଇଥିଲେ ନବ ଦାସ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଡାକ୍ତରଙ୍କ ତମାମ୍ ପ୍ରଚେଷ୍ଟା ସତ୍ତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି । ନବ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । କହିଛନ୍ତି, ନବଙ୍କୁ ବଞ୍ଚାଇବା ଲାଗି ଡାକ୍ତର ସମସ୍ତ ଚେଷ୍ଟା କରିଥିଲେ । ଦୁର୍ଭାଗ୍ୟବଶତଃ ସମ୍ଭବ…

ଅସ୍ତ୍ରୋପଚାର ସତ୍ତ୍ୱେ ଆଖି ବୁଜିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର: ଆଖି ବୁଜିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆପୋଲ ହସ୍ପିଟାଲରେ ତୁରନ୍ତ ଅସ୍ତ୍ରୋପଚାର ସତ୍ତ୍ୱେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ହୋଇଛି । ନବ ଦାସଙ୍କ ପରଲୋକ ନେଇ ଆପୋଲ ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ଦିନ ପ୍ରାୟ ୧୨ଟା ବେଳେ ବ୍ରଜରାଜନଗରରେ…

ମନ୍ତ୍ରୀଙ୍କୁ ଗୁଳି ମାରିଥିବା ଏଇ ଗୋପାଳକୃଷ୍ଣ କିଏ ? କେମିତି ହେଲେ ASI

ଭୁବନେଶ୍ୱର:  ଦିନ ଦ୍ବିପହରରେ ବ୍ରଜରାଜନଗରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବଙ୍କୁ ଗୁଳିମାଡ଼ ଘଟଣା ପୋଲିସ ପ୍ରସାଶନକୁ ଏକ ଖୋଲା ଚାଲେଞ୍ଜ । ସବୁଠାରୁ ବଡ କଥା ହେଉଛି, ଜଣେ ପୋଲିସ କର୍ମଚାରୀ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି । ଏହିଂ ପିଲିସ କର୍ମଚାରୀ ହେଉଛନ୍ତି ASI ଗୋପାଳକୃଷ୍ଣ ଦାସ । ତେବେ ଏହି…

ମନ୍ତ୍ର ଧ୍ବନୀରେ କମ୍ପୁଛି ଖଣ୍ଡଗିରି

ଭୁବନେଶ୍ବର: ମନ୍ତ୍ରଧ୍ବନୀରେ କମ୍ପୁଛି ଖଣ୍ଡଗିରି ପାହାଡ଼ର ଗୁମ୍ଫା । ଚାଲିଛି  ବିଶ୍ବ ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା । ବିଶ୍ବ କଲ୍ୟାଣ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ଥମାନେ ଦେଉଛନ୍ତି ଆହୂତି । ୯ ଦିନ ଧରି ଚାଲିବ ଏହି ସାଧୁ ସନ୍ଥଙ୍କ ମେଳି । ଖଣ୍ଡଗିରି ପାହାଡ଼…

ମହାଙ୍ଗା ପଡ଼ିଲା ଚାବିରେ ଖେଳିବା: ପଶିଗଲା ମୁହଁରେ, ହେଲା ପ୍ଲାଷ୍ଟିକ୍ ସର୍ଜରୀ

ଗାଡ଼ି ଚାବିରେ ଖେଳି ଖେଳି ଯିବା ଅନେକଙ୍କର ଅଭ୍ୟାସ । ହେଲେ ଏହା ବଦ୍‌ଅଭ୍ୟାସ ଅନେକ ସମୟରେ ପ୍ରମାଣିତ ହୁଏ । ଏମିତି ଏକ ବଦଅଭ୍ୟାସ ଜଣେ ମହିଳାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ନିଜ କାର ଚାବିରେ ଅନ୍ୟମନସ୍କ ଭାବେ ଖେଳି ଖେଳି ଯାଉଥିବା ସମୟରେ ଚାବି ତାଙ୍କ ମୁହଁରେ ପଶିଯିବା ସହ ସେ…

୫୦ ହଜାର ବର୍ଷ ପରେ ଦୃଶ୍ୟମାନ ହେବ ଧୂମକେତୁ; ସୋମବାରଠାରୁ ଓଡ଼ିଶାରେ ଖାଲି ଆଖିରେ ଦେଖିବେ ଲୋକେ

ଭୁବନେଶ୍ୱର: ପ୍ରାୟ ୫୦ ହଜାର ବର୍ଷ ପରେ ପ୍ରଥମ ଥର ପାଇଁ ଏକ ଧୂମକେତୁ ଦୃଶ୍ୟମାନ ହୋଇଛି । ଏହି ନୂଆ ଧୂମକେତୁ ଖାଲି ଆଖିକୁ ଦେଖାଯିବ । ସବୁଠାରୁ ବଡ କଥା ହେଉଛି ଏହି ଧୂମକେତୁ ଖାଲି ଆଖିରେ ଓଡ଼ିଶାରେ ୪ ଦିନ ପାଇଁ ଦେଖାଯିବ । ଏହି ଧୂମକେତୁର ନାମ C/2022 E3 ରଖାଯାଇଛି । ଏହି ଧୂମକେତୁ…

କାଶ୍ମୀରକୁ ଭୁଲିଯାଅ ଭାରତ ସହ ବନ୍ଧୁତା କର : ସାଉଦି ଆରବ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ  ପାକିସ୍ତାନରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି । ଦେଶରେ ସମସ୍ତ ଦୈନିକ ବ୍ୟବହାର ସାମଗ୍ରୀର ଦର ଆକାଶଛୁଆଁ ହୋଇଯାଇଛି । ସବୁଠୁ ବଡ଼ କଥା ହେଉଛି ଏଭଳି ସ୍ଥିତିରେ ମୁସଲିମ୍ ଦେଶମାନେ ପାକିସ୍ତାନର ହାତ ମଧ୍ୟ ଛାଡ଼ିବାରେ ଲାଗିଛନ୍ତି । ଯେଉଁମାନେ ପୂର୍ବରୁ…

ରାମ ଜନ୍ମଭୂମିରୁ ଶ୍ରୀ ଜଗ୍ନନାଥ ଧାମ, ତାହା ପୁଣି ଶୂନ ଗାଡିରେ

ସୁବର୍ଣ୍ଣପୁର(ପ୍ରକାଶ ଚନ୍ଦ୍ର ବେବର୍ତ୍ତା): କୁହାଯାଏ ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ କାର୍ଯ୍ୟ ସମ୍ଭବ । ବ୍ୟକ୍ତି ଯଦି କିଛି କରିବା ପାଇଁ ଭାବେ ତାହା ନିଶ୍ଚିନ୍ତ ସଫଳ ହୁଏ । ଏମିତି ମନୋବଳ ନେଇ ଅଯୋଧ୍ୟାରୁ ପୁରୀ ଆସିଛନ୍ତି ଶ୍ରୀ ଜଗଦୀଶ ମହାରାଜ ।  ବୟସ ୮୦ ଟପିଲାଣି । ହାତ ଗୋଡ ଥରୁଛି ।…