ମୁସ୍ଲିମ ବୁଦ୍ଧିଜୀବୀଙ୍କ ସହ ନୀତୀଶଙ୍କ ରୁଦ୍ଧ ଦ୍ୱାର ବୈଠକ: କହିଲେ, ବିଜେପି ଓ AIMIMକୁ ଗୋଟେ ବି ଭୋଟ୍ ବି ଦିଅନି
ପାଟନା: ଆଗକୁ ୨୦୨୪ ନିର୍ବାଚନ ଆସୁଛି। ତେଣୁ ବିଜେପିକୁ ଯେମିତି ଗୋଟିଏ ବି ମୁସ୍ଲିମ ଭୋଟ୍ ନ ମିଳେ ସେଥିପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିଦେଲେଣି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏନେଇ ସୋମବାର ନୀତୀଶ ରାଜ୍ୟର ମୁସଲିମ ବୁଦ୍ଧିଜୀବୀଙ୍କୁ ଡାକି ରୁଦ୍ଧ ଦ୍ୱାର ବୈଠକ କରିଥିଲେ। ବିଜେପି…