ହିନ୍ଦୀ ଶିକ୍ଷକଙ୍କ ଘରେ ମଦ ଫ୍ୟାକ୍ଟ୍ରି
ବ୍ରହ୍ମପୁର:ପେଶାରେ ହିନ୍ଦୀ ଶିକ୍ଷକ। ହେଲା ଘରେ କରିଥିଲେ ଦେଶୀ ମଦ ଫ୍ୟାକ୍ଟ୍ରି। ଦୀର୍ଘ 15 ବର୍ଷ ଧରି ଏହି ବ୍ୟବସାୟ କରି ପୋଲିସ ଓ ଅବକାରି ବିଭାଗର ଅଧିକାରୀମାନେ ସୁରାକ୍ ପାଉନଥିଲେ।ଶେଷରେ ଅବକାରୀ ଗୁଇନ୍ଦା ବିଭାଗ ଏଏସଆଇ ସୁରେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ ଶନିବାର ମଦ ବିକ୍ରି କରୁଥିବା…