Latest Odisha News

BREAKING NEWS

ମୃତ୍ୟୁ ପୂର୍ବରୁ ଝିଅକୁ ଲେଖିଥିଲେ ଶେଷ ଚିଠି.. ଚିଠିରେ ସବୁ ସତ ଲେଖି ଯାଇଛନ୍ତି କି ଗୋବିନ୍ଦ ?

ଭୁବନେଶ୍ୱର: ଗୋବିନ୍ଦ ଲେଖିଥିଲେ ତାଙ୍କର ଶେଷ ଚିଠି । ସେ ଶେଷ ଚିଠି କୁଆଡେ ଝିଅ ନାଁରେ  ଲେଖିଥିଲେ । ୨ ପୃଷ୍ଠା ସମ୍ବଳିତ ଏହି ଚିଠିରେ ସେ ତାଙ୍କର ଶେଷକଥା ଲେଖିଯାଇଛନ୍ତି । ତେବେ କ’ଣ ଲେଖିଥିବେ ଗୋବିନ୍ଦ ? ତାଙ୍କ ଆତ୍ମହତ୍ୟାର କାରଣ ଏଥିରେ ଜଣାଇ ଥିବେ କି ? ନା ମମିତା ମେହେର…

ନିଆଁ ପୁଇଁବା ବେଳେ ଗର୍ଭବତୀଙ୍କ ଦେହରେ ଲାଗିଗଲା ନିଆଁ, ପୋଡ଼ିଗଲା ଗୋଡ଼  

ନବରଙ୍ଗପୁର : ନିଆଁ ପୁଇଁବା ସମୟରେ ଗର୍ଭବତୀଙ୍କ ଶାଢ଼ୀରେ ଲାଗିଯାଇଥିଲା ନିଆଁ  ।ଗୁରୁତର ଅବସ୍ଥାରେ ୬ ମାସର ଗର୍ଭବତୀ । ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ପ୍ରଧାନୀଗୁଡା ଗାଁର ଗ୍ରାମର ମୋନଜ ବିଷୋୟୀଙ୍କ ୬ ମାସର ଗର୍ଭବତୀ ସ୍ତ୍ରୀ ମମତା ବିଷୋୟୀ  । ଆଜି ସକାଳୁ ନିଆଁ ପୁଇଁବା ସମୟରେ…

JEE Advanced 2023 ପାଇଁ ଜାରି ହେଲା ନୋଟିଫିକେଶନ, ଜାଣନ୍ତୁ, କେବେ ଭରିବେ ଫି

ନୂଆଦିଲ୍ଲୀ: ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ  (Indian Institute of Technology) ଗୌହାଟୀ  ପକ୍ଷରୁ  ଜଏଣ୍ଟ ଏଣ୍ଟ୍ରେନ୍ସ ଅର୍ଥାତ ଜେଇଇ ଆଡଭାନ୍ସ ୨୦୨୩ ପାଇଁ  ଜାରି ହେଲା ନୋଟିଫିକିଶେନ । ଯୋଗ୍ୟ ଆଶାୟୀ ପ୍ରାର୍ଥୀ ୨୦୨୩ ଏପ୍ରିଲ ୩୦ ତାରିଖ ସକାଳ ୧୦ଟାରେ ଅଫିସିଆଲ ୱେବସାଇଟ…

ଖୁବ୍‌ ଶୀଘ୍ର ହାତକୁ ଦି ହାତ ହେବେ ଅନୁଷ୍କା ଶେଟ୍ଟୀ

ନୂଆଦିଲ୍ଲୀ : ଚାଲିଛି ବିବାହ ଋତୁ  । ପୁଣି ଚର୍ଚ୍ଚାରେ ବାହୁବଲୀର ଫେମ୍‌ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ  । ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅନୁଷ୍କା  । ତାଙ୍କ ବିବାହ ଖବରକୁ ନେଇ ଏବେ ସେ ଚର୍ଚ୍ଚାରେ ଅଛନ୍ତି । ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ ଅନୁଷ୍କା ଶେଟ୍ଟୀ ।…

ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ

ଭୁବନେଶ୍ଠର: ଗିରଫ ହେଲେ ଜଗବନ୍ଧୁ ଚାନ୍ଦ । ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଛି ଇଡି । ଗିରଫ ପରେ  ଜଗବନ୍ଧୁଙ୍କୁ ପୁଣି ୨ୟ ଥର ପାଇଁ ରିମାଣ୍ଡରେ ନେଇପାରେ ଇଡି । ଏହା ପୂର୍ବରୁ ପୋଲିସ ଅର୍ଚ୍ଚନା ନାଗ ଏବଂ ତାଙ୍କର ସହଯୋଗୀ…

ପୁଅକୁ ଆର୍ମି ଅଫିସର ବନେଇବା ପାଇଁ ମା ଚଳାଉଛି ଇ-ରିକ୍ସା

ମଧ୍ୟପ୍ରଦେଶ : କଥାରେ ଅଛି ମା ପରି କେହି ହେବେନି । ନିଜ ପିଲା ପାଇଁ ଯଦି କିଏ ନିଜର ସବୁକିଛି ଜଳଞ୍ଜାଳି ଦେଇପାରେ ସେ ହେଉଛି ମା  । ନିଜ ସନ୍ତାନ ପାଇଁ ମାଆ ବାପା ଅନେକ କଷ୍ଟ ଉଠାଉଥିବାର ପୂର୍ବରୁ ନଜିର ରହିଛି । ଆମେ କହୁଛୁ ମଧ୍ୟପ୍ରଦେଶ ଭୋପାଳର ଜଣେ ମହିଳାଙ୍କ କଥା । ଯିଏ ନିଜ ପୁଅର…

ବଡ଼ଦିନ ପୂର୍ବରୁ ରାତି ପାଟ୍ରୋଲିଂ ବଢାଇଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର : ଆଗକୁ ବଡ଼ଦିନ । ହକି ବିଶ୍ୱକପ ପାଇଁ ଟ୍ୱିନ ସିଟିରେ ବ୍ୟାପକ ବ୍ୟବସ୍ଥା । ସେପଟେ କମିଶନରେଟ୍ ପୋଲିସ ଆକ୍ସନ ମୋଡକୁ ଆସିଛି । ବଢାଇଛି ନାଇଟ୍ ପାଟ୍ରୋଲିଂ । ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ । ଜୋନ ୬ ଏସିପିଙ୍କ ନେତୃତ୍ୱରେ ଇନଫୋସିଟି ଓ ଚନ୍ଦ୍ରଶେଖପୁର ଅଞ୍ଚଳରେ…

ପୁତିନଙ୍କ ବଡ଼ ବୟାନ: ସମାପ୍ତ ହେବ କି ୟୁକ୍ରେନ୍ ସହ ଯୁଦ୍ଧ?

ମସ୍କୋ : ବାରମ୍ବାର ମତ ବଦଳାଉଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । କେତେବେଳେ କହୁଛନ୍ତି ୟୁକ୍ରେନକୁ ପୂରା ଜିତିବୁ, କେତେବେଳେ କହୁଛନ୍ତି ଯୁଦ୍ଧ ସମାପ୍ତ କରିବୁ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କି ଆମେରିକା ଗସ୍ତରେ ଯାଇଛନ୍ତି । ଆହୁରି ସେ ବ୍ରିଟେନରୁ ମିସାଇଲ୍ ଆଣିବା…

ଧାନ ଖଳାରେ ଶୋଇଥିଲେ ଯୁବକ, ହାତୀ ଦଳି ମାରିଦେଲା

ସୁବର୍ଣ୍ଣପୁର :  ସୋନପୁର ବନାଞ୍ଚଳ କୁମ୍ଭାରମୁଣ୍ଡା ସେକ୍ସନରେ ହାତୀ ଆକ୍ରମଣରେ ଯୁବକଙ୍କ  ମୃତ୍ୟୁ । ତରଭା ବ୍ଲକ ଶୁଖିଲାସର ଗାଁର ହର ରଣା ଅମଳ ଧାନକୁ ଖଳାରେ ଶୁଖାଇଥିଲେ । ରାତିରେ ସେ ଧାନକୁ ଜଗିବା ପାଇଁ ଖଳାରେ ଶୋଇଥିଲେ । ମଧ୍ୟ ରାତ୍ରୀରେ ହାତୀ ପଲ ଆସି ଧାନ ଖାଇବା ସହ ହରକୁ ଆକ୍ରମଣ…

ଆଇପିଏଲ୍ ମିନି ଅକ୍ସନ: ମହଙ୍ଗା ତାଲିକାରେ ୬ ଘରୋଇ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ମିନି ଅକ୍ସନ ଆଜି ଅପରାହ୍ନ ୨ଟା ୩୦ରେ କୋଚିଠାରେ ହେବ । ଖେଳାଳି ନିଲାମ ପ୍ରକ୍ରିୟାର ଦିନକ ପୂର୍ବରୁ ୧୮ ବର୍ଷୀୟ ଲେଗ୍ ସ୍ପିନର ରେହାନ ଅହମ୍ମଦ ନିଜ ନାଁ ପ୍ରତ୍ୟାହାର କରିଛନ୍ତି । ବେନ୍ ଷ୍ଟୋକ୍ସ, କ୍ୟାମରୁନ୍ ଗ୍ରୀନ ଓ ସ୍ୟାମ କରନଙ୍କ ଭଳି…