Latest Odisha News

BREAKING NEWS

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଜି ବୈଠକ କରିବେ ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ : କରୋନାର ଦ୍ରୁତ ସଂକ୍ରମଣ ଆଶଙ୍କା । କେନ୍ଦ୍ର ସରକାରଙ୍କ ଘନ ଘନ ବୈଠକ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ବୈଠକ ଓ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମିଟିଂ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଭିସି ଜରିଆରେ ବୈଠକ କରିବେ ।…

ଓମିକ୍ରନ ଭାରିଆଣ୍ଟ BF.7 କ’ଣ ? ଜାଣନ୍ତୁ କିଛି ନୂଆ ତଥ୍ୟ

ନୂଆଦିଲ୍ଲୀ : କରୋନା ଭାଇରସର ଏକ ଭାରିଆଣ୍ଟ ଓମିକ୍ରନ । ଏହାର ଅନେକ ସବଭାରିଆଣ୍ଟ ଦେଖାଯାଇଛି ।  ଯେପରି BA.1, BA.2, BA.5 ଇତ୍ୟାଦି । ସେହିପରି ଓମିକ୍ରନର ଲାଟେଷ୍ଟ ସବ୍ ଭାରିଆଣ୍ଟ ହେଉଛି BA.5.2.1.7 ଯାହାକୁ ସଂକ୍ଷେପରେ BF.7 କୁହାଯାଉଛି । BF.7 ଭାରିଆଣ୍ଟ କରୋନା ଭାଇରସର ସ୍ପାଇକ୍…

ଅଟକିବନି କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନାନା ପଦକ୍ଷେପ ନେଉଛନ୍ତି । ଘନ ଘନ ବୈଠକ ବସୁଛି । ଚେତାବନୀ ଓ ପରାମର୍ଶ ଜାରି ହେଉଛି । ସୋସିଆଲ ଡିଷ୍ଟାନ୍ସ ବଜାୟ ରଖିବା ଓ ମାସ୍କ ପିନ୍ଧିବା ଉପରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ର…

ବଢୁଛି କରୋନା ଭୟବହତା: ଜାପାନରେ ୪୧ ଶିଶୁ ମୃତ, ମିଆଁମାର ସୀମା ସିଲ୍ କଲା ଚୀନ

ଟୋକିଓ: ଚୀନ ପରେ ଜାପାନରେ କରୋନାର ଭୟବହତା ବଢିବାରେ ଲାଗିଛି । ଜାପାନ ଟାଇମ୍ସ ଅନୁସାରେ, ଏହା ୮ମ ଲହର  । ଓମିକ୍ରନ ଭାରିଆଣ୍ଟ ସଂକ୍ରମଣରୁ ଶିଶୁମାନଙ୍କ ଜୀବନ ଯାଉଛି । ୮ ମାସରେ ୪୧ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି । ଚୀନରେ ସ୍ଥିତି ସଙ୍ଗୀନ ଦେଖି ଜାପାନ ଭୟଭୀତ ହୋଇଛି । ବିଶେଷଜ୍ଞଙ୍କ…

ଭାଷା ଭାଗବତ : ସଦ୍ୟତମ ଶିକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗୋଟେ ଆଂଗୁଠି ଗଲେ କଟି ପାଂଚଟି ଆଂଗୁଠିରେ ପଟି ବାଂଧିବା ଭଳି ଏକ କାର୍ଯ ହୁଅଇ ଏଠାରେ ସ୍ବୀକାର୍ଯ ପତ୍ରଟେ ହେଲେ ହଳଦିଆ ଡାଳକୁ କାଟିଦେବା କିଆଁ ? ଏପରି ପ୍ରଶ୍ନର ଉତ୍ତର ଏବେ ଖୋଜିବା ବାରଂବାର ଅଭ୍ୟାସଗତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଅବସ୍ଥିତ ପଞ୍ଚଶକ୍ତି ମନ୍ଦିର ଭିତରେ ଆମେ ଚାରି ଦେବୀଙ୍କ ଦର୍ଶନ ପରେ ଏବେ ଦର୍ଶନ କରିବା ମା ଗାୟତ୍ରୀଙ୍କୁ। ଏହି ମନ୍ଦିରର ନାଟମନ୍ଦିରରେ…

ଘନକେଶ ପାଇଁ ଆପଣାନ୍ତୁ ଘରୋଇ ଟିପ୍ସ…

କେଶ ଝଡ଼ିବା ଅନେକଙ୍କ ପାଇଁ ଚିନ୍ତାର କାରଣ  । ଏପରିକି ବଦଳୁଥିବା ଜୀବନଶୈଳୀ ମଧ୍ୟରେ ପାଠପଢ଼ା ନସରୁଣୁ କେଶ ଝଡ଼ିବା ଆରମ୍ଭ ହୋଇଯାଉଛି  । ତେବେ କେଶ ଝଡ଼ିବାର ବିଭିନ୍ନ କାରଣ ରହିଛି  । ଅଧିକ ମାନସିକ ଚାପ, ହେଲ୍‌ମେଟ୍‌ ବା ଟୋପି ପିନ୍ଧିବା, କୌଣସି ଔଷଧର କୁପ୍ରଭାବ କେଶ ଝଡ଼ିବା ପାଇଁ…

ଓମଫେଡ୍ ପାର୍ଲରରେ ପାନ, ଗୁଟଖା ବିକ୍ରି ହୋଇପାରିବନି, କଟକଣା ଲଗାଇଲା ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାନ ଓ ଗୁଟଖା ବିକ୍ରି ଉପରେ କଟକଣା । ଭୁବନେଶ୍ୱର ମହାନଗର ନିଗମ (ବିଏଏମସି) ଏହି କଟକଣା ଲଗାଇଛି । ଓମଫେଡ୍ ଓ ଓପୋଲଫେଡ୍ ପାର୍ଲର ପାଇଥିବା ଲିଜଧାରୀ  ଦୋକାନରେ ତମାଖୁ ସାମଗ୍ରୀ ବିକ୍ରି ନକରିପାରିବେ ନାହିଁ । ଏ ନେଇ ବିଏମସି ଚେତାବନୀ ଦେଇଛି।…

ରାଜ୍ୟରେ ରୋଗୀ ଦେଖିବାକୁ ମାତ୍ର ୫୧ ପ୍ରତିଶତ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଅଛି!

ଭୁବନେଶ୍ୱର: ଓଡ଼ିଶାରେ ରୋଗୀ ଦେଖିବାକୁ ମାତ୍ର ୫୧ ପ୍ରତିଶତ ଡାକ୍ତରଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି । ବିଶ୍ୱବ୍ୟାଙ୍କର ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି । ଆଉ ବାକି ଡାକ୍ତରଙ୍କର ଆବଶ୍ୟକ ଯୋଗ୍ୟତା ନାହିଁ । ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଗୁରୁବାର ଓଡିଶାର…

ଶୀତରୁ ରକ୍ଷା ପାଇବାକୁ ଆସିଗଲା ନୂଆ ଧରଣର ବେଡସିଟ୍, ଜାଣନ୍ତୁ କ’ଣ ରହିଛି ଖାସ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏବେ ଯେଉଁ ଥଣ୍ଡା ପଡିଛି ଆପଣ ବିଛଣାକୁ ଯାଇ ବେଡରେ ଶୋଇବାକୁ ପ୍ରଥମେ ପ୍ରଥମେ ସଙ୍କୋଚ ଲାଗୁଥିବ । କାରଣ ବେଡସିଟ ବି ଥଣ୍ଡା ହୋଇଯାଇଥିବ । ତେଣୁ ପ୍ରାୟତଃ ଶୀତଦିନେ ଖରାରେ ବିଛଣାକୁ ପକାଇ ଦେଇଥିଲେ ତାହା ଉଷୁମ ଭଳି ସ୍ଥିତିରେ ଥାଏ। ଆଉ ରାତିରେ ଶୋଇବାକୁ…