Latest Odisha News

BREAKING NEWS

ଆଧାର କାର୍ଡ ନଦେଖାଇବାରୁ WEO ପରୀକ୍ଷା ଦେଇପାରିଲେନି ୯ ଜଣ, ଜିଲ୍ଲାପାଳଙ୍କୁ ଗୁହାରୀ

ନବରଙ୍ଗପୁର: ଆଇଡି ପ୍ରୁଫ୍ ଅଛି, ଠିକ୍ ସମୟରେ ବି ପରୀକ୍ଷାକେନ୍ଦ୍ରରେ ପହଞ୍ଚିଥିଲେ । ଆଧାର କାର୍ଡ ନଥିବାରୁ ପରୀକ୍ଷା ଦେଇପାରିଲେନି WEO ଆଶାୟୀ । ଆଜି ଏହି ପରୀକ୍ଷା ପାଇଁ OSSC ପକ୍ଷରୁ ନବରଙ୍ଗପୁର ପଲିଟେକନିକ୍ କଲେଜରେ ସେଣ୍ଟର ହୋଇଥିଲା । କିନ୍ତୁ କଲେଜ କର୍ତ୍ତୃପକ୍ଷଙ୍କ ମାତ୍ରାଧିକ…

ସ୍କୁଲ ବାର୍ଷିକ କ୍ରୀଡ଼ା ହେଲା କାଳ, ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ

ବଲାଙ୍ଗିର : ସ୍କୁଲର ଚାଲିଥିଲା ବାର୍ଷିକ କ୍ରୀଡ଼ା । ଖେଳ ଚାଲିଥିବାବେଳେ ଜାଭେଲିନ୍‌ ପଶିଗଲା ଛାତ୍ରଙ୍କ ବେକରେ । ଗୁରୁତର ଅବସ୍ଥାରେଳ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ହୃଦୟଥରା ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ  ।…

ରିଲିଜ ହେଲା ’ବାପା..ସୁପରମ୍ୟାନ’ର ଟ୍ରେଲର

ଭୁବନେଶ୍ୱର: ଏ ଦୁନିଆ ସବୁବେଳେ ମା’ର ତ୍ୟାଗକୁ ଦେଖି ଆସିଛି । କିନ୍ତୁ ପିଲାଙ୍କ ପାଇଁ ବାପାଙ୍କ ତ୍ୟାଗ, ସେବା କିଛି କମ ନୁହେଁ । ହେଲେ ସବୁବେଳେ ବାପାଙ୍କ  ତ୍ୟାଗ, କଷ୍ଟ ସବୁବେଳେ ଲୁଚି ଯାଏ ।  ଏମିତି ଜଣେ  ବାପାଙ୍କ ତ୍ୟାଗର କଥା କହିବ ‘ବାପା, ସୁପରମ୍ୟାନ’ । ସମସ୍ତଙ୍କର ଅପେକ୍ଷାକୁ…

ଭୂତ ନେଇଗଲା ଘର, ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କାମାକ୍ଷାନଗର : ଲୋକଙ୍କ ପାଇଁ ସରକାର କରିଛନ୍ତି ମାଳମାଳ ଯୋଜନା । ହେଲେ ପ୍ରକୃତ ହିତାଧିକାରୀ ପାଉନାହାଁନ୍ତି ଘର ଭୂତ ହଡ଼ପ କରୁଛି ଘର । ଏଭଳି ଘଟଣା କାମାକ୍ଷାନଗର ବ୍ଲକ ବାଉଁଶପାଳ ଗାଁରେ ଘଟିଛି  । ଜଣେ ଦଳିତ ବସ୍ତିର ଲୋକଙ୍କ ଘର ହଡ଼ପ ହୋଇଥିବା ଅଭିଯୋଗ ହୋଇଛି  । ପଞ୍ଚାୟତ…

ୟୁକ୍ରେନ ଉପରେ ରୁଷର ଭୟଙ୍କର ଆକ୍ରମଣ: ଗୋଟିଏ ଦିନରେ ମାଡ କଲା ୭୦ ମିସାଇଲ

କୀଭ: ୟୁକ୍ରେନ ଉପରେ ରୁଷ ସବୁଠାରୁ ବଡ ଆକ୍ରମଣ ଶୁକ୍ରବାର କରିଛି । ରିପୋର୍ଟ ମୁତାବକ ରୁଷ ପକ୍ଷରୁ ୭୦ ମିସାଇଲ ମାଡ କରାଯାଇଛି । ଏଥିଯୋଗୁ ୩ଟି ସହର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁ ଏକ ପ୍ରକାର ବ୍ଲାକଆଉଟ ପରିସ୍ଥିତି…

ପାଚେରୀ ନିର୍ମାଣକୁ ନେଇ ଆର୍ସେଲର ସହ ମୁହାଁମୁହିଁ ଗ୍ରାମବାସୀ

ପାରାଦୀପ: ପୁଣି ଥରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ସହ ମୁହାଁମୁହିଁ ହାଣ୍ଡିଆ ଗ୍ରାମବାସୀ । କମ୍ପାନୀର ପାଚେରୀ ନିର୍ମାଣ କାର୍ଯ୍ୟକୁ ବିରୋଧ କଲେ । ୧୫ବର୍ଷରୁ ଏସାର କମ୍ପାନୀ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ କରିବା ସମୟରେ ଗ୍ରାମବାସୀ ଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରି ନ…

ଜାଲ୍ ନୋଟ୍ କାରବାର : ଯୋଜନାବଦ୍ଧ ଭାବେ ବାନ୍ଧିଲା ଏସଟିଏଫ୍

ଢେଙ୍କାନାଳ : ଜାଲ ନୋଟ୍ କାରବାର କରିବା ଅଭିଯୋଗରେ ଏସଟିଏଫ୍ ଢେଙ୍କାନାଳରୁ ଜଣକୁ ଗିରଫ କରିଛି । ବିଶେଷ ସୂଚନା ପାଇ ଏସଟିଏଫ୍ ଓ ପୋଲିସ ପ୍ରଥମେ ଯୋଜନା କରିଥିଲେ । ଗତକାଲି ସନ୍ଧ୍ୟାରେ ଚଢାଉ କରି ରଥପଡାଠା ଗାଁରୁ ତୁଷାର କୁମାର ବିଶ୍ୱାଳ ନାମକ ଜଣେ ବ୍ୟବସାୟୀକୁ ଗିରଫ କରିଛି । ତାଙ୍କ ଘର…

ଭାଷା ଭାଗବତ : ଆତ୍ମସଂଶୋଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭୁଲ୍‌ କରିଲେ ମାଗୁଁ କ୍ଷମା କେବେ ବି ଖୋଜୁଁନାହୁଁ ଜମା ସେଭଳି ଭୁଲ୍‌ର କାରଣ ଏହା ହିଁ ବଡ଼ ଭୁଲ୍‌, ଜାଣ ତେଣୁ ତା କରୁଁ ବାରଂବାର ମିଳେନି ତା'ର ପ୍ରତିକାର ଭୁଲ୍‌ କରି ରହିଲେ ବଂଚି ସୁକର୍ମ ହୁଏନାହିଁ…

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ, ଗୋଟିଏ ପରିବାରର ୬ଜଣ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ : ଘରେ ନିଆଁ ଲାଗି ୬ ଜଣ ଜୀବନ୍ତ ଦଗ୍ଧ  । ଏଭଳି ଦୁଃଖଦ ଖବର ମନଚାଯ୍ୟାଲା ଜିଲ୍ଲାର ମାଣ୍ଡାମାରି ମଣ୍ଡଳର ଭେଙ୍କଟାପୁରରୁ ଆସିଛି  । ସୂଚନା ଅନୁଯାୟୀ, କୌଣସି କାରଣରୁ ବିଳମ୍ବିତ ରାତିରେ ଘରେ ନିଆଁ ଲାଗିଯାଇଥିଲା  । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ପରିବାର ଲୋକେ…

ଇଡି ହାତରେ ଅର୍ଚ୍ଚନାଙ୍କ ୨ ଡାଏରୀ; ଖୋଲିବ କି କଳା ସାମ୍ରାଜ୍ୟର ଗୁମର

ଭୁବନେଶ୍ୱର: ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା । ଲେଡି ବ୍ଲକମେଲର ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କରିବ ଇଡି । ଏହା ପୂର୍ବରୁ ଶ୍ରଦ୍ଧାଞ୍ଜଳି ୨ ଥର ଇଡିରେ ହାଜର ହୋଇଥିଲେ ହେଁ ତାଙ୍କଠାରୁ ସବିଶେଷ…