Latest Odisha News

BREAKING NEWS

ଲଭ୍‌ରେ ନୂଆ ଛୁଙ୍କ ଦେବ ‘କଫି ସପ୍‌’ ଫିଲ୍ମ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ପ୍ରେକ୍ଷାଳୟକୁ ଆସୁଛି ‘କଫି ସପ୍‌’ ଫିଲ୍ମ । ପୁଣି ପରଦାରେ ଓଡ଼ିଆ ଦର୍ଶକ ଦେଖିବେ ଲଭ୍‌ ଓ ଏଣ୍ଟରଟେନମେଣ୍ଟର ତଡ଼କା  । ରୌଦ୍ରୀ ଟେଲି ଆର୍ଟ ପ୍ରାଇଭେଟ ଲିମିଟେଡ ବ୍ୟାନରରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି  । ଏହି ଚଳଚ୍ଚିତ୍ରରେ ନାୟକ ଏବଂ ନାୟିକାଙ୍କ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନର ବର୍ଷେ ପରେ ବି କାର୍ଯ୍ୟକ୍ଷମ ହେଉନି ମେଡ଼ିକାଲ କୋଠା

ବ୍ରହ୍ମପୁର: ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ କୋଠାକୁ ଗୋଟିଏ ବର୍ଷ ପୂରିଲା। ଅଥଚ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଗଞ୍ଜାମ ସ୍ବାସ୍ଥ୍ୟ ପ୍ରଶାସନର ଏଭଳି ଅପରାଗତା ଯୋଗୁ ଗୋଟିଏ ପଟେ ରୋଗୀମାନେ ସ୍ବାସ୍ଥ୍ୟ ସେବାରୁ…

ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, ଆମ ସରକାର ଏହାକୁ ଗ୍ରହଣ କରୁନାହାନ୍ତି-ରାହୁଲ ଗାନ୍ଧି

ଜୟପୁର:ଚୀନ ଯୁଦ୍ଧ ପାଇଁ ସଜବାଜ ହେଉଛି । ହେଲେ ଭାରତ ସରକାର ଏହା ମାନିବାକୁ ପ୍ରସ୍ତୁତ ନାହାନ୍ତି  । ବେଜିଂ ଯୁଦ୍ଧ ପ୍ରସ୍ତୁତି କରୁଥିବାବେଳେ  ମୋଦି ପ୍ରଶାସନ ଶୋଇଛି ବୋଲି କହିଚନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି  । ସୀମାରେ ଭାରତ-ଚୀନ ସମ୍ପର୍କକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ…

ରଣଜୀ ଟ୍ରଫି: ଡ୍ର ମ୍ୟାଚରେ ବରୋଦାକୁ ୩, ଓଡିଶାକୁ ୧ ପଂଏଟ

କଟକ: ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡିଶା ଓ ବରୋଦା ରଣଜୀ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ବରୋଦାକୁ ୩ ଓ ଓଡିଶାକ ୧ ପଂଏଟ ମିଳିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୫୭ ରନକୁ ପିଛା କରି ବରୋଦା ୮ ୱିକେଟ ବିନିମୟରେ ୬୨୪ ରନ କରିଥିଲା । ଶାଶ୍ୱତ ରାଉତ…

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ମୁହଁ ଖୋଲିଲେ ଭାଜପା ସାସଂଦ ସୁରେଶ ପୂଜାରୀ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା  ଏକ ସ୍ପର୍ଶକାତର ପ୍ରସଙ୍ଗ।  ସରକାରଙ୍କ ନୀରବତା ଏବଂ ନିଷ୍ଠାର ଅଭାବ ଯୋଗୁ ହିଁ ଏପରି ଏକ ପ୍ରସଙ୍ଗ…

ନିଷ୍ଠୁର ଶିକ୍ଷୟିତ୍ରୀ: ଛାତ୍ରୀଙ୍କୁ ମାଡ ମାରି ବାଲକୋନୀରୁ ଫିଙ୍ଗି ଦେଲେ

ନୂ୍ଆଦିଲ୍ଲୀ: ଗୁରୁ ଦ୍ୱିତୀୟ ଇଶ୍ୱର । ହେଲେ ଏଠି ଗୁରୁ ଏ କ’ଣ କରୁଛନ୍ତି ? ୫ମ ଶ୍ରେଣୀ ଛାତ୍ରୀକୁ ଏକ ମହଲା କୋଠାରୁ ତଳକୁ ପେଲିଦେଲେ ! ଏମିତି ଏକ ହୃଦୟଥରା ଘଟଣା ଘଟିଛି ରାଜଧାନୀ ଛାତିରେ । ନାବାଳିକା ଛାତ୍ରୀଙ୍କୁ ସ୍ଥାନୀୟ ହିନ୍ଦୁ ରାଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ…

ଡିଜିଟାଲ ମୁଦ୍ରାରେ ନୂଆ ଜଗତ 

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଏବେ ଡିଜିଟାଲ ବିପ୍ଳବ । କିପରି "ଟଙ୍କା - ଟଙ୍କା ଜଗତ" କୁ ବଦଳାଉଛି ତାହାର ଏକ ଉଦାହରଣ ହେଉଛି ଭାରତ । ଯେତେବେଳେ ୨୦୧୬ ରେ ବିମୁଦ୍ରୀକରଣ କରାଯାଇଥିଲା, ସେତେବେଳେ ପୂର୍ବାନୁମାନ କରାଯାଇଥିଲା ଯେ ଲୋକମାନେ ଶୀଘ୍ର ଡିଜିଟାଲ୍ ପେମେଣ୍ଟ ବିକଳ୍ପକୁ ଯିବେ…

ଡ୍ରାଇଭର ସିଟରେ ଭାରତ: ୫୧ ଇନିଂସ ପରେ ଶତକ ହାସଲ କଲେ ପୂଜାରା, ବାଂଲାଦେଶ ସମ୍ମୁଖରେ ୫୧୩ ରନର ଟାର୍ଗେଟ

ଚଟ୍ଟୋଗ୍ରାମ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଡ୍ରାଇଭର ସିଟରେ ରହିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୫୧୩ ରନର ଟାର୍ଗେଟ ବାଂଲାଦେଶ ସମ୍ମୁଖରେ ରଖିଛି । ଜବାବରେ ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ କୌଣସି ୱିକେଟ ନ ହରାଇ ୪୨ ରନ କରିଛନ୍ତି । ନଜମୁଲ ହୁସେନ ୨୫ ଓ…

୨୪ ଜାନୁଆରୀରୁ JEE Mains : କିପରି କରିବେ ଆବେଦନ?

ନୂଆଦିଲ୍ଲୀ : ଜେଇଇ ମେନ୍ ୨୦୨୩ ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇସାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ (ଏନଟିଏ) ଜେଇଇ ମେନ୍ସ ୨୦୨୩ର ଆବେଦନ ଫର୍ମ ଜାରି କରିଛି । ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିସନ ପାଇଁ ଆଶାୟୀ ଜେଇଇମେନ୍.ଏନଟିଏ.ଏନଆଇସି.ଇନ୍ କୁ ଯାଇ ଅନଲାଇନ ଆବେଦନ…

ଖୁଣ୍ଟ ପୋତି ବାଲି ଜଗିଲା ପ୍ରଶାସନ

ଯାଜପୁର : ବାଲି ଚୋରା ଚାଲାଣରେ ଅସଫଳ ହେଲେ ବାଲିମାଫିଆ । ବାଲିଘାଟରେ ଖୁଣ୍ଟ ପୋତି ବନ୍ଦ କଲେ ପ୍ରଶାସନ । ବିଂଝାରପୁର ତହସିଲ ପକ୍ଷରୁ ସଏଦପୁର ପଞ୍ଚାୟତର୨ଟି ବାଲିଘାଟରେ ଖୁଣ୍ଟ ପୋତି ବନ୍ଦ କଲା ପ୍ରଶାସନ  । ସୟଦପୁର ପଂଚାୟତର ପଠାନ ମୋହଲ୍ଲା ଓ ଭୋଲା ମୋହଲ୍ଲା ଖରସ୍ରୋତା ନଦୀଶଯ୍ୟାରୁ…