Latest Odisha News

BREAKING NEWS

ହେତୁବାଦୀ-ହିନ୍ଦୁ ସଂଗଠନ ମୁହାଁମୁହିଁ: ପୋଲିସର ଲାଠିଚାର୍ଜ

ଭୁବନେଶ୍ୱର : ଉଭୟ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ ଓ ହିନ୍ଦୁ ସଂଗଠନ ମୁହାଁମୁହିଁ ହୋଇଛନ୍ତି । ଆଜି ଚନ୍ଦ୍ରଗ୍ରହଣ ସତ୍ତ୍ୱେ ହେତୁବାଦୀମାନେ ରାଜରାସ୍ତାରେ ସାମୁହିକ ଭୋଜନ କରୁଛନ୍ତି  । ହେତୁବାଦୀ ବିରିୟାନୀ ଖାଇବାକୁ ଏକତ୍ର ହୋଇଥିଲେ । ଏହି ସମୟରେ ହିନ୍ଦୁ ସଂଗଠନ ବିରୋଧ କରିଥିଲା ।…

ସ୍ୱଳ୍ପ ଗଳ୍ପ : ପ୍ରଳୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୨ ପ୍ରଳୟର କଥା କାହିଁକି ? ଆମେ ଯେତେବେଳେ କୌଣସି ପ୍ରଳୟର ଚିତ୍ର ଦେଖୁ ସେତେବେଳେ ପ୍ରଳୟ ସହିତ ସେହି ସମୟରେ ଆମର ପ୍ରଳୟ ଭିତରକୁ ଯାତ୍ରା କରୁଥିବା ଭଳି ଚିତ୍ର ବି ସମାନ ଭାବରେ ରହିଥାଏ । ଖାଲି ପ୍ରଳୟର ଭିତରକୁ ଯାତ୍ରା…

ଆଡଭାନୀ@୯୫: ମୋଦୀ ଦେଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ୯୬ ବର୍ଷରେ ପାଦ ଦେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଦଳରେ ଭିଷ୍ମ ପିତାମହ ବୋଲାଉଥିବା ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି ମୋଦୀ । ଭାରତର ବିକାଶରେ…

ଭାଷା ଭାଗବତ : ଭାଷାକୁ ଭୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ବାଧୀନ ଚିଂତକ କାହାଂତି ? କେଉଁଠି ଦିଶୁ ତ ନାହାଂତି ବ୍ୟକ୍ତି ଚାଳିତ ସଂସ୍ଥା, ଦଳ ପୋଷଂତି ବଶଂବଦ କୁଳ ଶୁଦ୍ଧ, ନିର୍ମଳ ମତାମତ ହେଉଛି ଆହତ, ବ୍ୟାହତ ଜଣା ଜ୍ଞାନକୁ ବାରଂବାର କହିବା ଅଭ୍ୟାସ ଆମର ଶିକ୍ଷା,…

ୱିପ୍ରୋ, ନେସଲେଠୁ ଧନୀ ତିରୁପତି ମନ୍ଦିର

ନୂଆଦିଲ୍ଲୀ: କମ୍ପାନୀ ଧନୀ ନା ମନ୍ଦିର ? ଏ ପ୍ରଶ୍ନ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ଆପଣ ବି ଭାବୁଥିବେ ଆମେ କାହିଁକି ଏ ପ୍ରଶ୍ନ ପଚାରୁଛୁ । ଭାରତରେ ଏଭଳି ମନ୍ଦିର ରହିଛି ଯାହାର ସମ୍ପତ୍ତି ବିଶ୍ୱର ବଡ଼ ବଡ଼ କମ୍ପାନୀ ଠାରୁ ଅଧିକ । ତିରୁପତିର ଭଗବାନ ଭେଙ୍କଟେଶ୍ୱର ମନ୍ଦିରର…

କଲେଜ ଅଧ୍ୟକ୍ଷଙ୍କ କାର୍‌କୁ ଛାତ୍ରଙ୍କ ପଥରମାଡ଼

ବ୍ରହ୍ମପୁର:କଲେଜ ପରିଚୟପତ୍ର ଜାଲିଆତି କରିଥିବା ଜଣେ ଛାତ୍ରଙ୍କୁ ତାଗିଦ କରିବାରୁ ଅଧ୍ୟକ୍ଷାଙ୍କ କାରକୁ ପଥର ମାଡ ହୋଇଛି। ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ଏହି ଘଟଣା ଦେଖିବାକୁ ମିଳିଛି। ଘଟଣାକୁ ନେଇ କଲେଜ ଅଧ୍ୟକ୍ଷା ଡ. ପ୍ରମିଳା ଖାଡଙ୍ଗା ବଡ ବଜାର ଥାନାରେ ଏତଲା ଦେଇଛନ୍ତି।…

ଗୁରୁ ନାନକ ଜୟନ୍ତୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପିଏମ୍

ନୂଆଦିଲ୍ଲୀ : ଆଜି ଗୁରୁ ନାନକ ଜୟନ୍ତୀ । ଦେଶବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁ ନାନକଙ୍କ ବାଣୀ ଜରିଆରେ ସମାଜରେ ଶାନ୍ତି, ସମାନତା ଓ ସମୃଦ୍ଧି ଆଣିହେବ ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି…

ସୁବର୍ଣ୍ଣପୁରରୁ ୮ ଫୁଟ ଲମ୍ବର ଅଜଗର ଉଦ୍ଧାର

ସୁବର୍ଣ୍ଣପୁର: ୮ ଫୁଟ ଲମ୍ବର ଅଜଗର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ଖେମାଲୋଏ ପଞ୍ଚାୟତ ସମ୍ମୁଖରେ ରାସ୍ତା ପାର ହେଉଥିବା ବେଳେ କିଛି ଲୋକ ଅଜଗର ସାପଟିକୁ ଦେଖିଥିଲେ । ତେବେ ଅଜଗରକୁ ଖେମାଲୋଏ ଗ୍ରାମର ସତ୍ୟଜିତ ଗଡୁଆ ଓ ପ୍ରକାଶ ପଣ୍ଡା ଉଦ୍ଧାର କରିବା ସହ ସ୍ଥାନୀୟ ବନ…

ଓଡ଼ିଶାର କେଉଁଠି, କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ତେବେ ଚନ୍ଦ୍ର ଗ୍ରହଣ ଜହ୍ନ ଉଦୟ ପୂର୍ବରୁ ସଂଗଠିତ ହେଉଥିବାରୁ ସବୁ ସ୍ଥାନରେ ଦେଖାଯିବ ନାହିଁ । କିନ୍ତୁ ଚନ୍ଦ୍ର ଗ୍ରହଣ ଛାଡ଼ିବା ଦୃଶ୍ୟ ଦେଖାଯିବ । ଚନ୍ଦ୍ର ଗ୍ରହଣ ଭାରତୀୟ ସମୟ ଦିନ ୨ଟା ୩୯ରେ ଆରମ୍ଭ ହେବ । ସମ୍ପୂର୍ଣ୍ଣ…

ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ବଲାଙ୍ଗୀର : କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ମୀନାବଜାର ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଘଟଣା  ବଲାଙ୍ଗୀର ତୁରେକେଲା ଅଞ୍ଚଳରେ ଘଟିଛି । ମୃତ ଯୁବକଙ୍କ ନାଁ ଦେବରାଜ ସାହୁ । ସେ ଜଣେ କୁକୁଡ଼ା ବ୍ୟବସାୟୀ ଥିଲେ  । ଗତ କିଛି ଦିନ ହେଲା ତୁରେକେଲାରେ କାର୍ତ୍ତିକ ପୂର୍ଣ୍ଣିମା…