Latest Odisha News

BREAKING NEWS

ମୋର୍ବି ଟ୍ରାଜେଡି : ୨କୋଟିରୁ ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଓରେଭା ଗ୍ରୁପ୍

ସୁରଟ : ଗୁଜରାଟର ମୋର୍ବି ଝୁଲା ପୋଲ ଅଘଟଣ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ମୋର୍ବି ଟ୍ରାଜେଡିରେ ୧୩୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିଲା । ପୋଲ ମରାମତି କାମର ଟେଣ୍ଡର ନେଇଥିବା ଓରେଭା ଗ୍ରୁପ୍ ପୋଲ ମରାମତି ପାଇଁ ମଞ୍ଜୁର ୨ କୋଟି ଟଙ୍କାରୁ ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ…

ହିନ୍ଦୁ ନେତା ସୁଧୀର ସୁରୀଙ୍କୁ ହତ୍ୟା କରିଛି ଖଲିସ୍ତାନୀ ଆତଙ୍କୀ ଲଖବୀର ?

ଅମ୍ରିତସର: ପଞ୍ଜାବର ଅମ୍ରିତସରରେ ଶୁକ୍ରବାର ହିନ୍ଦୁ ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏବେ ଏହି ଘଟଣା ନୂଆ ମୋଡ ନେଇଛି । କାନାଡାରେ ରହୁଥିବା ଖଲିସ୍ତାନୀ ଆତଙ୍କୀ ଲଖବୀର ଲଣ୍ଡା ଏହି ହତ୍ୟା ଘଟଣାରେ ନିଜକୁ ଦାୟୀ…

ବାଙ୍କଚୂଡ଼ା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମହାପ୍ରଭୁ  

ପୁରୀ : ଆଜି ହେଉଛି ପଞ୍ଚୁକର ଦ୍ବିତୀୟ ଦିନ । ଏହି ଅବସରରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରଦ୍ଧାଳୁଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ  । ଯେତେବେଳେ ଅକ୍ରୁର ଯାଇଥିଲେ ଗୋପପୁରକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ  ସେ ସମୟରେ ବ୍ରଜ ଦାଣ୍ଡ…

ଟ୍ୱିଟରର ୫୦% କର୍ମଚାରୀ ଚାକିରୀରୁ ବହିସ୍କୃତ

ନୂଆଦିଲ୍ଲୀ : ଟ୍ୱିଟର ଗ୍ରହଣ କରିବାର ସପ୍ତାହ ମଧ୍ୟରେ ଏଲୋନ୍ ମସ୍କ ବହୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସାରା ବିଶ୍ବରେ ଟ୍ବିଟର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କର୍ମଚାରୀମାନେ ଆଶଙ୍କା ରହିଥିବା ବେଳେ ତାହା ଆଜି ସତ ହୋଇଛି । ଏଲନ୍ ମସ୍କଙ୍କ ଏଭଳି…

ଓଡ଼ିଶାର ପଦ୍ମପୁର ସହ ୫ ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ : ଦେଶର ୫ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନର ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ  । ଡିସେମ୍ୱର ୫ ତାରିଖରେ ଉପନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକ ହେଉଛି ଓଡିଶା, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ ଓ ଛତିଶଗଡ । ଡିସେମ୍ୱର ୮ ତାରିଖରେ…

ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ୩୪ ବର୍ଷରେ ପାଦ ଥାପିଲେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି। ସରାବିଶ୍ବରୁ ଜନ୍ମଦିନ ପାଇଁ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୮୮ ମସିହା ନଭେମ୍ବର ୫ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କୋହଲି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ…

ଦେଉଳ ଦେହରେ ଦେବଦାସୀ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିର ବିମାନ ବାଡ଼ରେ ସୁରସୁନ୍ଦରୀ : ବିମାନ ବାଡ଼ର ଉପରଜଜଙ୍ଘାରେ ଅତୀବ ସୁଲଳିତ ନାରୀ ମୂର୍ତ୍ତିମାନ ସଂଯୋଜିତ ହୋଇ ସାମଗ୍ରିକ ଭାବରେ ଆମର ପାରମ୍ପରିକ ଭାସ୍କର୍ଯ୍ୟର ଜୟଗାନ କରୁଛନ୍ତି । ବିମାନର ଚତୁଃପାଶ୍ୱର୍ରେ ଠିକ୍…

ସ୍ବାଧିନ ଭାରତର ପ୍ରଥମ ଭୋଟରଙ୍କ ପରଲୋକ

ନୂଆଦିଲ୍ଲୀ: ସବୁଦିନ ପାଇଁ ଆଖି ବୁଜିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରଣ ନେଗୀ । ହିମାଚଳ ପ୍ରଦେଶ କାଲ୍‌ପା ବାସଭବନରେ ୧୦୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନେଗୀ। ଶେଷଥର ପାଇଁ ୨ ତାରିଖରେ ମତଦାନ କରିଥିଲେ ନେଗୀ  । ଆସନ୍ତା ୧୨ ତାରିଖରେ ହେବାକୁ ଥିବା ହିମାଚଳ…

ଭୋଟ ଫଳାଫଳ ପୂର୍ବରୁ ତିହିଡ଼ିରେ ନିର୍ବାଚନୀ ହିଂସା, ଦୁଇ ଆହତ

ଧାମନଗର: ଧାମନଗର ଉପନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ  ପୁଣି ହିଂସାକାଣ୍ଡ ଘଟିଛି ।  ଉପନିର୍ବାଚନ ଫଳାଫଳ ଲାଗି  ଆଉ ଗୋଟିଏ ଦିନ ବାକି ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ତିହିଡ଼ି ବ୍ଲକର ତଳ ଗୋପବିନ୍ଧା ଗାଁରେ ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତଳ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଫୋନ ଧରି ଚାଲିଗଲେ ସମ୍ଭବ। କାହା ସାଙ୍ଗରେ ଗୋଟେ ଗପୁଚନ୍ତି ଗପୁଚନ୍ତି ଗପ ଆଉ ସରୁନି । ଆସ୍ଥା ରାଗିରେ ପଞ୍ଚମ ହେଲାଣି ହେଲେ କିଛି କହିପାରୁନି । ବହୁତ କଷ୍ଟରେ ରାଗକୁ ସମ୍ବରଣ କଲା । କିଛି ନହେବାର ଅଭିନୟ କଲା । ରାତି…