Latest Odisha News

BREAKING NEWS

ଡେଡ୍ ସ୍କିନ ହଟାଇବା ପାଇଁ ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଧୂଳି ଏବଂ ପ୍ରଦୂଷଣ ହେତୁ ତ୍ୱଚାରେ ଟ୍ୟାନ୍ କିମ୍ବା ମଇଳା ଜମା ହୋଇଯାଏ। ଏପରି କ୍ଷେତ୍ରରେ ତ୍ୱଚାର ଚମକ ହଜିଯାଏ ଏବଂ ତ୍ୱଚା ମଳିନ ପଡିଯାଏ। ମୃତ ଚର୍ମ କୋଷଗୁଡ଼ିକୁ ବାହାର କରିବା ପାଇଁ ଆପଣ ଏକ ଘରେ ତିଆରି ସ୍କ୍ରବ୍ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର ଓ ସିଂହଦ୍ୱାର ଭକ୍ତର ଚେତନାରେ ସେହି ଏକା ପରମ ପାବନ ଧାରା ସୃଷ୍ଟି କରେ। କାରଣ ସିଂହଦ୍ୱାର ଏଠି କେବଳ ଯିବା ଆସିବା ପଥ ଟିଏ ନୁହେଁ କି ଗୁମୁଟ ଟିଏ…

ବାତ୍ୟାକୁ ନେଇ ସତର୍କ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକତା: ସଂପ୍ରତି ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ସାମୁଦ୍ରିକ ବାତ୍ୟା କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସତର୍କ ରହିବାକୁ ସମୁଦ୍ରକୂଳବର୍ତ୍ତି ଜିଲ୍ଲାର ଲୋକମାନଙ୍କୁ କହିଛନ୍ତି । ବାତ୍ୟାକୁ ନେଇ ସବୁ ବିଭାଗ ସହ ବୈଠକ କରିବା ପରେ…

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଋଷି ସୁନକ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଲଣ୍ଡନ: ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।  ଆସନ୍ତା ଅକ୍ଟୋବର ୨୮ ତାରିଖରେ ଶପଥ ନେବେ ସୁନକ । ୨୯ ତାରିଖରେ ଗଠନ କରିବେ ନୂତନ କ୍ୟାବିନେଟ୍‌ । ଲିଜ୍‌ ଟ୍ରସ୍‌ ଇସ୍ତଫା ଦେବାପରେ କଞ୍ଜରଭେଟିଭ୍‌ ପାର୍ଟିର ଅଧିକାଂଶ ସାଂସଦ ତାଙ୍କୁ ନେତା ଭାବେ ସମର୍ଥନ…

କାଳୀପୂଜା ପାଇଁ ଯାଜପୁର ଚଳଚଞ୍ଚଳ

ଯାଜପୁର: ଆଜି ଅଲୋକ ର ପର୍ଵ ଦୀପାବଳି। ଆଜି ଠାରୁ ଯାଜପୁରରେ ଗଣପର୍ବ କାଳୀ ପୂଜା ଆରମ୍ଭ ହୋଇଛି। ସହରର ୪୫ ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ ଓ ଲକ୍ଷ୍ମୀ ନାରାୟଣ। ଆଜି ବିଳମ୍ବିତ ରାତ୍ରିରେ ମାଙ୍କ ସ୍ୱତନ୍ତ୍ର ପୂଜା ଆରମ୍ଭ ହେବ। କୋଭିଡ କଟକଣା ର ଦୁଇ ବର୍ଷ ପରେ ଚଳିତ ବର୍ଷ ବେଶ୍…

ଜୀବନ ସଂଗ୍ରାମର ସ୍ୱାଧୀନତା କ’ଣ ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ବିଦେଶର ବନ୍ଦୀବଖରାରେ ମିଆଦ ପୂରିଯିବା ପରେ ମୁକ୍ତଭାରତର ଜନଗଣ ଯେଉଁ ନୂଆ ସକାଳର ଚେହେରା ଦେଖିବେ ବୋଲି ରାତି ବାରଟାରେ ସ୍ୱପ୍ନ ଦେଖୁଥିଲେ, ସେ ସ୍ୱପ୍ନ କୁହୁଡି କେବଳ । ଗାନ୍ଧୀଙ୍କ ଦ୍ୱାରା ଜୀବନ୍ୟାସ ପାଇଥିବା କଂଗ୍ରେସ୍ ଦଳକୁ…

ଝୁଲନ୍ତା ଅବସ୍ଥାରେ ମିଳିଲା ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତଦେହ

ପୁରୀ : ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ସୁମିତ୍ରା ପଣ୍ଡାଙ୍କ ମୃତ ଦେହ ଉଦ୍ଧାର  । ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା  ଅବସ୍ଥାରେ ଉଦ୍ଧାର ହୋଇଛି। କଲେଜ ପରିସରରେ ଥିବା ସୁକନ୍ୟା ଛାତ୍ରୀନିବାସ ୧୨ ନମ୍ବର ରୁମ୍ ରେ ଛାତ୍ରୀଙ୍କ ମୃତ ଦେହ ମିଳିଛି…

ମା’ କାଳୀଙ୍କ ପାଦତଳେ ଭଗବାନ ଶିବ ଶୋଇଥାଆନ୍ତି କାହିଁକି ? ଏହା ପଛର କାରଣ କଣ ?

ଭୁବନେଶ୍ବର : ମା’କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା’ଙ୍କ ପାଦ ତଳେ ପଡ଼ିଥାଆନ୍ତି । ତେବେ ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ ପ୍ରଭୁ ଶିବ ମା’କାଳୀଙ୍କ ପାଦତଳେ ପଡିବାର କାରଣ କ’ଣ? ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ, ରକ୍ତବୀର୍ଯ୍ୟ ନାମକ…

ଟ୍ବିଟରରେ ପଙ୍ଗା ନେଲେ ପାକିସ୍ତାନୀ ଫ୍ୟାନ୍, ଜବାବ ଦେଲେ ଗୁଗୁଲ ସିଇଓ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଗୁଲ ସିଇଓ ସୁନ୍ଦର ପିଚାଇ ସୋମବାର ଟ୍ୱିଟ୍ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଭାରତ-ପାକିସ୍ତାନ ମ୍ୟାଚ ଦେଖି ସେ ବହୁତ ଖୁସି ବୋଲି କହିଛନ୍ତି। କିନ୍ତୁ ଜଣେ ପାକିସ୍ତାନୀ କ୍ରିକେଟ ଫ୍ୟାନ୍ ସୁନ୍ଦର ପିଚାଇଙ୍କୁ ତାଙ୍କ ପୋଷ୍ଟରେ ଟ୍ରୋଲ୍ କରିବାକୁ…

ସୌରଭଙ୍କ ଆକଳନ ଏହି ୪ଟି ଟିମ୍ ଟି-୨୦ ବିଶ୍ବକପ ସେମିଫାଇନାଲରେ ଖେଳିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି। ବିରାଟ କୋହଲିଙ୍କ 'ବିରାଟ' ଇନିଂସ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆରମ୍ଭରୁ ଭାରତ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ହରାଇବା ପରେ ମ୍ୟାଚରେ ପରାଜୟ ହେବ ବୋଲି ଆଶା…