Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା ଦେଖିଲା ବେଳକୁ ମୋବାଇଲରେ ଅଜଣା ନମ୍ବରଟେ !! ସେ ଯେତେବେଳେ ବି ସ୍ୱପ୍ନିଲ ଙ୍କର କଲ୍ ରିସିଭ୍ କରିଛି କିଛି କ୍ଷଣ ଖୁସି ପାଇଁ ତାକୁ ପୁଳାଏ ଦୁଃଖ ,ଯନ୍ତ୍ରଣା ,ଅସହାୟତାକୁ ଗଟଗଟ କରି ପିଇବାକୁ ପଡିଛି ! ଆଉ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପୂର୍ବ ଦିଗରେ ଅବସ୍ଥିତ ଅଙ୍ଗିରସ ମହର୍ଷିଙ୍କ ଆଶ୍ରମ ଭିତରେ ଥିବା ବା ପୂଜା ପାଉଥିବା ଠାକୁରଙ୍କ ବିଷୟରେ ଆଲୋଚନା ଜାରି ରଖିବା । ଏହି…

ଭାଷା ଭାଗବତ : ଭାଷାର ସୀମିତ ବଳୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରଶଂସାପ୍ରାପ୍ତି ଆଶାକାରୀ କିଛି ବି ପାରେନାହିଁ କରି ନିରବେ କରେ ଯିଏ କାମ ଅବଶ୍ଯ ରଟେ ତା ସୁନାମ ଯାହାକୁ ମିଳେନି ବିଶ୍ରାମ ତା'ର କର୍ମର ପରିଣାମ ଭୋଗଇ ମଣିଷ ସମାଜ ତାହା ହିଁ ହୁଅଇ ସ୍ବୀକାର୍ଯ ନିଜ କାମରେ…

କବିତା : ଆବାହନୀ

ଗଦାଧର ସାହୁ କାଶତଣ୍ଡୀ ହସେ ନଇ ପଠାପରେ ପିଠରେ ହସଇ ମାଆ । ଭରିଯିବ ଖୁସି ସକଳ ଅନ୍ତରେ ହସିବ ଧରିତ୍ରୀ ମାଆ । ଜହ୍ନ ଆଲୁଅରେ ଆହୁରି ହସିବ କାଶତଣ୍ଡୀ ଖିଲିଖିଲି । ପିଠ ଉଛୁଳିବ ଘଣ୍ଟ ସଙ୍ଖ ନାଦେ ହରିବୋଲ ହୁଳହୁଳି । ସର୍ବେ ଆନନ୍ଦିତ ନର ନାରୀବୃନ୍ଦ ବନ୍ଦିବେ ମାଆ…

ମା’ ଶୈଳପୁତ୍ରୀ

 ନବରାତ୍ରର ନବସ୍ୱରୂପର ପ୍ରଥମ ରୂପ  'ମା' ଶୈଳପୁତ୍ରୀ' ପବିତ୍ର ମହାଳୟା ପରେ ଆରମ୍ଭ ହୋଇଛି ମା' ଜଗତଜନନୀଙ୍କର ଆଗମନୀର ପର୍ବ । ହିନ୍ଦୁ ରୀତି ନୀତି ଅନୁସାରେ ପାର୍ବଣର ଶୁଭ ଅବସରରେ ନଅ ଦିନ ଧରି ମା'ଦୁର୍ଗାଙ୍କର ନଅଟି ସ୍ୱରୂପର ଉପାସନା କରାଯାଏ। ଏହାକୁ ଶାରଦା ନବରାତ୍ରି ବୋଲି ବି…

ରାଜସ୍ଥାନରେ ହାଇ ପଲଟିକାଲ ଡ୍ରାମା: ଇସ୍ତଫା ଦେଲେ ଗେହଲଟ ଗୋଷ୍ଠୀର ୯୨ ବିଧାୟକ !

ଜୟପୁର: ରାଜସ୍ଥାନ କଂଗ୍ରେସରେ ଆଜି ହାଇ ପଲଟିକାଲ ଡ୍ରାମା ଦେଖିବାକୁ ମିିଳିଛି । ରିପୋର୍ଟ ମୁତାବକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କୁ ସମର୍ଥନ କରି ଆଜି ୯୨ ବିଧାୟକ ବାଚସ୍ପତି ସିପି ଯୋଶୀଙ୍କୁ ଭେଟି ଇସ୍ତଫା ଦେଇଥିବା ଜଣାପଡିଛି । ଫଳରେ ଦଳ ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଗେହଲେଟ…

ଇରାନରେ ଚୁଟି ଖୋଲି ବିରୋଧ କରିଥିବା ମହିଳା ପୋଲିସ ଗୁଳିରେ ମୃତ

ତେହେରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପ୍ରଶାସନ କଠୋର ପନ୍ଥା ଆପଣାଇବାକୁ ପଛାଉ ନାହାନ୍ତି । ଚୁଟି ମୁକୁଳା କରି ଏହି ଆନ୍ଦୋଳନରେ ଚର୍ଚ୍ଚିତ ହୋଇଥିବା ୨୦ ବର୍ଷୀୟା ହଦୀସ ନଜଫିଙ୍କୁ ପୋଲିସ ଗୁଳି କରି ହତ୍ୟା କରିଛି ।…

ବିଜ୍ଞାପନ ପ୍ରଚାର କରି ପ୍ରଶଂସକଙ୍କ ଭାବନା ସହ ଖେଳିଲେ ଧୋନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଧୋନୀ ବି ତାଙ୍କ ଅଧିନାୟକ ଦକ୍ଷତା ଏବଂ ପ୍ରଦର୍ଶନ ବଳରେ ଏଥିନେଇ କେବେ ନିରାଶ କରି ନାହାନ୍ତି । ତେବେ ରବିବାର ଧୋନୀ ଏକ ବଡ ଘୋଷଣା କରିବେ ବୋଲି ସୋସିଆଲ ମିଡିଆରେ ଆଗୁଆ ସୂଚନା…

ଜିନପିଙ୍ଗ ଗୃହବନ୍ଦୀ ଖବରକୁ ଖାରଜ କଲା ସିପିସି

ବେଜିଂ: ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଗୃହବନ୍ଦୀ ଖବରକୁ ଆଜି ଖଣ୍ଡନ କରିଛି । ଏଥିସହ ଆସନ୍ତା ମାସରେ ହେବାକୁ ଥିବା ପାର୍ଟିର ୨୦ତମ କଂଗ୍ରେସ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ହେବ । ୫ ବର୍ଷରେ ଥରେ ହେଉଥିବା ଏହା ସମ୍ମିଳନୀରେ ୨୩୦୦ ପ୍ରତିନିଧି…

ସୋସିଆଲ ମିଡିଆରେ ଚରିତ୍ର ସଂହାର

ଭୁବନେଶ୍ୱର :  ପୁଣି ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀ ଦୂତୀ ଚାନ୍ଦ ଓ ସରସ୍ୱତୀ ଚାନ୍ଦଙ୍କ କଳି। ଫେସବୁକରେ  ପରସ୍ପର ବିରୋଧରେ ପୋଷ୍ଟ କରି ବର୍ଷିଛନ୍ତି ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଜଣେ ଯୁବତୀଙ୍କ ସହ ଭଉଣୀ ସରସ୍ୱତୀ…