ବଦଳିବ ଭାରତୀୟ ସେନାର ଡ୍ରେସ କୋଡ
ନୂଆଦିଲ୍ଲୀ: ବଦଳିବ ଭାରତୀୟ ଆର୍ମିର ଡ୍ରେସ କୋଡ । ଇଣ୍ଡିଆନ ଆର୍ମିର ୟୁନିଫର୍ମ ବଦଳିବ ଏବଂ ଗୋଟିଏ ପ୍ରକାର ୟୁନିଫର୍ମ ଲାଗୁ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏଣିକି ବ୍ରିଗ୍ରେଡିୟର ଏବଂ ଏହାର ଉପର ରାଙ୍କର ଅଧିକାରୀମାନଙ୍କ ପାଇଁ ଆସିବ ଗୋଟିଏ ପ୍ରକାର ୟୁନିଫର୍ମ । ତେବେ ସେନାର…