ମୋଦି ସାଂଜ୍ଞା ବିବାଦ: ସୁରଟ ପରେ ଏବେ ରାହୁଲଙ୍କୁ ପାଟନା କୋର୍ଟର ସମନ
ପାଟନା: ମୋଦି ସାଂଜ୍ଞା ବିବାଦ ରାହୁଲଙ୍କ ପିଛା ଛାଡୁନି । ସୁରଟ କୋର୍ଟ ପରେ ଏବେ ପାଟନା କୋର୍ଟର ସମନ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ କରିଛି ପାଟନା ଏମପି-ଏମଏଲଏ କୋର୍ଟ । ଏପ୍ରିଲ ୧୨ ତାରିଖରେ କୋର୍ଟରେ ନିଜ ବୟାନ ରଖିବାକୁ କୋର୍ଟ…