Latest Odisha News

BREAKING NEWS

ବିଧାୟକଙ୍କ କାରକୁ ଧକ୍କା ଦେଲା ହାଇଡ୍ରା: ଅଳ୍ପକେ ବର୍ତ୍ତିଲେ ସାରଦା ନାୟକ

କାମାକ୍ଷାନଗର: ସଡ଼କ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାଉରକେଲାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ । ରାଉରକେଲାରୁ ରାମ ନବମୀର କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଦଳୀୟ ମିଟିଂରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ବିଧାୟକ ।…

ମୋଦି ସାଂଜ୍ଞା ପାଇଁ ଫସିଥିଲେ ରାହୁଲ, ସାର୍ଟିଫିକେଟ ମାଗି ଫସିଲେ କେଜ୍ରିୱାଲ; ଦେବେ ୨୫ ହଜାର ଜରିମାନା

ଅହମ୍ମଦାବାଦ:ରାହୁଲଙ୍କ ପରେ ଫସିଲେ କେଜ୍ରିୱଲ । ଜଣେ ସାଂଜ୍ଞା ପାଇଁ ଅନ୍ୟ ଜଣେ ସାର୍ଟିଫକେଟ ପାଇଁ । ମୋଦି ସାଂଜ୍ଞାକୁ ନେଇ ବିବାଦୀୟ ବୟାନ ଦେଇ ଫସିଥିଲେ ରାହୁଲ ଗାନ୍ଧି । କୋର୍ଟ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେବା ପରେ ସାଂସଦ ପଦ ହରାଇଲେ । ରାହୁଲଙ୍କ ପରେ ଏବେ ଫସିଛନ୍ତି ଦିଲ୍ଲୀ…

ଦିଦିଙ୍କ ପୁଣି ଥିରେ ଦିଲ୍ଲୀ ଚଲୋ ଡାକରା, ବିଜେପିକୁ ସରକାରରୁ ହଟାଇବାକୁ ନବୀନଙ୍କ ସହ ଅନ୍ୟ ବିରୋଧୀଙ୍କୁ କଲେ ଆହ୍ବାନ 

କୋଲକାତା: ବିଜେପି ବିରୋଧରେ ଏକଜୁଟ ହେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ବାନ ଜାତୀୟ ରାଜନୀତିକୁ ସରଗରମ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ମମତା ଆହ୍ବାନ ଦେଇ ପୁଣିଥରେ ଏକ ବିକଳ୍ପ ସାମୁଖ୍ୟ ଆଡକୁ ଇସାରା କରିଛନ୍ତି ।…

ସତ୍ୟବାଦୀ ନା କଟକ- କେଉଁଠି ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ?

ଭୁବନେଶ୍ୱର: କେଉଁଠି ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ ? ସତ୍ୟବାଦୀ ବକୁଳ ବନରେ ନା କଟକରେ ? ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବା ପୂର୍ବରୁ ଉଠିଛି ଏମିତି ଦ୍ୱନ୍ଦ୍ୱ ।  ୨୦୧୮ ମସିହାରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିଲେ । ଆଜିଯାଏ ଏହି କାମ ବିଶେଷ…

ଝାରସୁଗୁଡା ଉପନିର୍ବାଚନ: ବିଜେଡିର ପ୍ରାର୍ଥୀ ହେଲେ ଦୀପାଳି ଦାସ

ଭୁବନେଶ୍ୱର : ଝାରସୁୁଗୁଡା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଆଜି ନଵୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ବୈଠକ ବସିବ । ଏହା ପୂର୍ବରୁ ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି । ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଦଳ…

ମହାନଦୀ ଜଳ ବିବାଦରେ ଗୃହରେ ବିବୃତି ରଖିଲେ ଜଳ ସମ୍ପଦ ମନ୍ତ୍ରୀ, ସମାଧାନ ପାଇଁ ଲୋଡିଲେ ସମସ୍ତଙ୍କ ସହଯୋଗ

ଭୁବନେଶ୍ବର : ମହାନଦୀ ଜଳ ବିବାଦ ନେଇ ଗୃହରେ ଶୁକ୍ରବାର ବିବୃତି ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମହାନଦୀ ଜଳ ବିବାଦ ପଛରେ ଛତିଶଗଡ଼ ଏକ ତରଫା ଓ ବେଆଇନ ଭାବେ ପାଣି ଅଟକାଇବା ଦାୟୀ । ୬ଟି ବିଶାଳକାୟ ଶିଳ୍ପ ଭିତ୍ତିକ ବ୍ୟାରେଜ କରି ମହାନଦୀ…

ନବ ଦାସ ହତ୍ୟାକାରୀକୁ ପାଗଳ କହିବା ପଛରେ ରହିଛି କାହାର ଇଙ୍ଗିତ -ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ନବଦାସ ହତ୍ୟାକାରୀ ଗୋପାଳଙ୍କୁ ପାଗଳ କିଏ କହିଲା ? କାହିଁକି ପାଗଳ ବୋଲି କହିଲା ? ନବଙ୍କ ହତ୍ୟାର ମାତ୍ର ଘଣ୍ଟାଏ ପରେ ଏ ଷ୍ଟୋରି କିଏ ବାହାର କଲା ? ଯିଏ ବାହାର କଲା ତା ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଗଲା ? ନବଦାସ ମୃତ୍ୟୁ ମାମଲାକୁ ନେଇ ଏମିତି ପ୍ରଶ୍ନ କରିଛନ୍ତି …

ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବର୍ଷା ! କହିଲେ ମୋତେ ବ୍ୟକ୍ତିଗତ ଆକ୍ଷେପ ବେଳେ କେଉଁଠି ଥିଲେ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝାରସୁଗୁଡାରେ ନାବାଳକକୁ ଅପହରଣ ଓ ହତ୍ୟା ପ୍ରସଙ୍ଗ ସମ୍ବଳିତ ଟ୍ବିଟ ଉପରେ ବିଜେଡି ତାର ପାଲଟା ଜବାବ ଜାରି ରଖିଛି । ଗୁରୁବାର ସାସଂଦ ସସ୍ମିତ ପାତ୍ର ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଥିବାବେଳେ ଶୁକ୍ରବାର ବିଜେଡିର ନବ ନିର୍ବାଚିତ ପଦମପୁର…

କୋଟିପତି ପୁଅ, ଆଇଏଏସ ନାତି: ଖାଇବାକୁ ନ ପାଇ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି

‘ମୁଁ ଜଗଦୀଶ ଚନ୍ଦ୍ର ଆର୍ଯ । ମୁଁ ଆପଣଙ୍କୁ ମୋର ଦୁଃଖ କାହାଣୀ ଶୁଣାଇବି । ମୋ ପୁଅ ପାଖରେ ୩୦ କୋଟିର ସମ୍ପତ୍ତି ।  ହେଲେ ତା ପାଖରେ ମୋତେ ଦେବା ପାଇଁ ଦୁଇ ଓଳିର ରୁଟି ନାହିଁ । ମୁଁ ମୋର ସାନ ପୁଅ ପାଖରେ ରୁହୁଥିଲି । ୬ ବର୍ଷ ତଳେ ତାର ମୃତ୍ୟୁ ଘଟିଲା । କିଛି ଦିନ ପରେ ତାର ପତ୍ନୀ…

ମଦକୁ ନେଇ ଅବକାରୀ ମନ୍ତ୍ରୀଙ୍କ ବିଶେଷ ବାର୍ତ୍ତା ! ମଦ କିଣନ୍ତୁ, ପିଅନ୍ତୁ କିନ୍ତୁ ବିଷାକ୍ତ ମଦ ଛାଡ଼ନ୍ତୁ

ଭୁବନେଶ୍ୱର : ମଦ କିଣନ୍ତୁ, ପିଅନ୍ତୁ , ମଦ ନପିଇଲେ ଦେହ ଖରାପ ହେବ ! ଏକଥା ଆମେ ନୁହଁ, ଗଣମାଧ୍ୟମକୁ ଶୁକ୍ରବାର ନୂଆ ଅବକାରୀ ନୀତି ଉପରେ ପ୍ରତିକ୍ରିୟା ଦେବାବେଳେ କିଛି ଏମିତି କହିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର । ଅଶ୍ୱିନୀ କହିଛନ୍ତି, ମଦ ପିଇବାରେ ମନା ନାହିଁ କିନ୍ତୁ…