Latest Odisha News

BREAKING NEWS

ରାଘବଙ୍କୁ ଭେଟିବାକୁ ଭାରତ ଆସିବେ ପ୍ରିୟଙ୍କା

ମୁମ୍ବାଇ: ଆମି ଆଦମୀ ପାର୍ଟି ନେତା ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ପ୍ରେମ ସମ୍ପର୍କକୁ ନେଇ ଉଭୟ ଏବେ ଚର୍ଚ୍ଚାରେ ରହିଛନ୍ତି । ଅନେକ ଥର ଏଭୟ ଏକାଠି ନଜର ଆସିଛନ୍ତି । ଏହି କାରଣରୁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ଆଲୋଚନା ହେଉଛି । ଜଣାଯାଇଛି ଯେ, ରାଘବ ଓ…

ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ, ସମୂହଙ୍କ ପାଇଁ ସ୍ୱପ୍ନ ଦେଖିବା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଯୁବ ସଙ୍ଗଠନ ‘ଆମେ ଓଡ଼ିଆ’ ପକ୍ଷରୁ ଯୁବ ଡାଏଲଗ୍ 'ଓଡ଼ିଶା @୧୦୦' ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବରେ ଯୋଗ ଦେଇ ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ ବରଂ…

୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ପାରାଦୀପ: ଭିଜିଲାନ୍ସ ଜାଲରେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀ । ୮୦ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀ (ଏନଫୋର୍ସମେଣ୍ଟ ୟୁନିଟ୍) ଚିତ୍ତରଞ୍ଜନ ମହାନ୍ତି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ସୂଚନା ଅନୁସାରେ, ଜବତ କାଜଗପତ୍ର ମାମଲାରେ…

ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଧରିଲା ଡିଜିଲକର୍, କୋରାପୁଟରେ ୨୨ ଜଣଙ୍କ ନାଁରେ ଏତଲା

ଜୟପୁର: ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ୨୨ ଜଣଙ୍କ ନାଁରେ ଏତଲା ଦିଆଯାଇଛି । କୋରାପୁଟ ଡାକ ମଣ୍ଡଳ ପକ୍ଷରୁ ଦିଆଯାଇଥିବା ଏତଲା ଅନୁସାରେ, ଗ୍ରାମୀଣ ଡାକ ସେବକ ନିଯୁକ୍ତି ଲାଗି ୨୨ ଜଣ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ । ଆଶାୟୀ ଦେଇଥିବା ଅଧିକାଂଶ ଶିକ୍ଷାଗତ…

ଅଜବ ପ୍ରେମ: ଯୁବକଙ୍କ ପ୍ରେମିକାକୁ ଯିଏ ଦେଖୁଛି ସେ ଡ଼ରୁଛି

କଲମ୍ବିଆ: କଥାରେ ଅଛି ପ୍ରେମ କେତେବେଳେ, କେଉଁଠି ଓ କାହାସହ ହେବ କହି ହେବ ନାହିଁ । କିନ୍ତୁ କଲମ୍ବିଆର ଜଣେ ଯୁବକ ଏମିତି ଜଣଙ୍କ ପ୍ରେମରେ ପାଗଳ ଯେ, ତାଙ୍କ ପ୍ରେମିକାକୁ ଯିଏ ଦେଖୁଛି ସେ ଡ଼ରୁଛି । ଯୁବକଙ୍କର ଏହି ଅଜବ ପ୍ରେମିକାକୁ ନେଇ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା । କଲମ୍ବିଆରେ…

ସାଲାରରେ ପ୍ରଭାସଙ୍କ ଡବଲ ରୋଲ, ଜେମ୍ସ ବଣ୍ଡ ଫିଲ୍ମ ପରି ହେବ ଆକ୍ସନ ଦୃଶ୍ୟ

ମାଡ୍ରାସ: ସାଉଥ ଇଣ୍ଡିଆ ସୁପରଷ୍ଟାର ତଥା ବାହୁବଳୀ ଫେମ ପ୍ରଭାସ ଏବେ ତାଙ୍କର ଆଗାମୀ ଫିଲ୍ମ ସାଲାରର ଶୁଟିଂରେ ବ୍ୟସ୍ତ ଅଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ପ୍ରଭାସ ଡବଲ ରୋଲ କରିବାକୁ ଯାଉଛନ୍ତି । ଯାହା ପ୍ରଶଂସକଙ୍କୁ ବେଶ ଉତ୍ସାହିତ କରିଛି । କେଜିଏଫ…

କେରଳରେ ଫସିଛି ଗଞ୍ଜାମର ପରିବାର, ଚିକିତ୍ସା ପାଇଁ ଦରକାର ସହାୟତା

ଭୁବନେଶ୍ୱର: ଗଞ୍ଜାମ ଲାଞ୍ଜିପାଲିର ଏକ ପରିବାର କେରଳରେ ଫସିଛି । ୧୫ ଦିନ ହେଲା ପରିବାରର ମୁଖ୍ୟ ଭେଣ୍ଟିଲେଟରରେ ଥିବାବେଳେ ପାଖରେ ଆଉ ଚିକିତ୍ସା ପାଇଁ ଟଙ୍କା ନାହିଁ । କେତେବେଳେ ଚେତା ଆସୁଛି ତ ଆଉ କେବେ ନାହିଁ । ଚିକିତ୍ସାରେ ଅଗ୍ରଗତି ହେଉ ନଥିବାରୁ ବାପାଙ୍କୁ କେରଳରୁ ଓଡ଼ିଶା ଆଣିବାକୁ…

ଟିକେଟ୍ ପାଇବା ପରେ ନବୀନଙ୍କୁ ଧନ୍ୟବାଦ ଦେଲେ ଦୀପାଳି, କହିଲେ ‘ଆଶୀର୍ବାଦରୁ ବିପୁଳ ଭୋଟରେ ଜିତିବୁ’

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ବିଜେଡି ଟିକେଟ୍ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଦୀପାଳି ଦାସ । କହିଛନ୍ତି , ମୋ ଉପରେ ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମୋର ଧନ୍ୟବାଦ । ଏଥିସହ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାମ ସବୁ ଲୋକଙ୍କ ପାଖରେ…

ଅଫିସ ସମୟରେ ଧୁମପାନ କରୁଥିଲେ, ୯ ଲକ୍ଷ ଜରିମାନା ଗଣିଲେ

ଟେକିଓ: ଧୁମପାନ ଖାଲି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ, ଏହା ତୁମ ପର୍ସ ପାଇଁ ବି କ୍ଷତିକାରକ । କାରଣ ଅଫିସରେ କାମ କରୁଥିବାବେଳେ ଯଦି ଭୁଲରେ ବି ସ୍ମୋକ କରୁଥାନ୍ତି ତେବେ ତୁମର ଦରମା କଟିଯାଇ ପାରେ । କାରଣ ନିକଟରେ କିଛି କର୍ମଚାରୀ  ଅଫିସ ଡ୍ୟୁଟିରେ ଥିବାବେଳେ ଧୁମପାନ କରୁ ଥିବାରୁ…

ଦୀପାଳିଙ୍କ ପ୍ରାର୍ଥୀତ୍ୱ ନେଇ ପ୍ରମିଳାଙ୍କ ଦମ୍ଭୋକ୍ତି, କହିଲେ; ୫୦ ହଜାରରୁ ଅଧିକ ଭୋଟରେ ଜିତିବ ବିଜେଡି

ଭୁବନେଶ୍ବର : ଝାରସୁଗୁଡା ଉପ ନିର୍ବାଚନ ପାଇଁ ଶାସକ ବିଜେଡି ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି । ଦିବଂଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଶାସକ ଦଳ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ ଦୀପାଳିଙ୍କ ଉପରେ…