ଚତୁର୍ଥ ଜିଲ୍ଲାପରିଷଦ ବୈଠକରେ ହୋହାଲ୍ଲା : ଅଧାରୁ ଚାଲିଗଲେ ଜିଲା ପରିଷଦ ସଦସ୍ୟା
ପୁରୀ: ପୁରୀ ଜିଲା ପରିଷଦ ବୈଠକରେ ହୋହଲ୍ଲା । ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା କୁଞ୍ଜଲତା ସାମଲଙ୍କୁ କହିବାକୁ ସୁଯୋଗ ନ ଦେବାରୁ ଅସମ୍ମାନିତ ହୋଇ ବୈଠକକୁ ବର୍ଜନ କରି ଚାଲିି ଯାଇଥିଲେ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି ।
ଶନିବାର ପୁରୀ ଜିଲା ପରିଷଦ ବୈଠକ ଗୃହରେ…