ସେଲସ ମ୍ୟାନ୍ ସାଜିଥିଲେ ଚୋର;ମିଳିଲା ୧୩୬ଟି ମୋବାଇଲ୍ ଫୋନ୍
ବ୍ରହ୍ମପୁର: ଯେଉଁ କମ୍ପାନିରେ ସେଲସ ମ୍ୟାନ୍ ଭାବେ କାର୍ଯ୍ୟ କରୁଥିଲେ, ଶେଷରେ ସେଇ କମ୍ପାନିରୁ ହିଁ ଚୋରି କଲେ। ପୋଲିସ ହାତରେ ଧରାପଡ଼ିଲେ। ପାଖରୁ ମିଳିଲା ୧୩୬ଟି ମୋବାଇଲ ଫୋନ୍। ବ୍ରହ୍ମପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ…