ଆଦିତ୍ୟ ଠାକରେଙ୍କ କାର୍କେଡ୍ ଉପରେ ପଥର ମାଡ଼
ମୁମ୍ବାଇ: ଉଦ୍ଧବ ବାଲାସାହେବ ଠାକରେ(ୟୁବିଟି) ଶିବସେନା ବିଧାୟକ ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ କାର୍କେଡ୍ ଉପରେ ପଥରମାଡ଼ ହୋଇଛି। ମଙ୍ଗଳବାର ଔରଙ୍ଗାବାଦର ଭାଇଜୀପୁର ଏରିଆରେ ୟୁବିଟି ଶିବସେନା ‘ଶିବ ସମ୍ବାଦ ଯାତ୍ରା’ କରୁଥିବା ବେଳେ ଏହି ଆକ୍ରମଣ ହୋଇଛି। ଭାଇଜୀ ଏରିଆରେ…